Only for Entertainment

ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ ଫଟୋ ସେୟାର କରି ବଲିଉଡ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଦେଲେ ଦୀପାବଳିର ଶୁଭେଚ୍ଛା

latestly
32

ଆଜି ଆଲୋକର ପର୍ବ ଦୀପାବଳି । ପୂରା ଦେଶର ଏହି ପର୍ବରୁ ଧୁମ ଧାମରେ ଲୋକେ ପାଳନ କରୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ମାନେ ଖାସ ଅନ୍ଦାଜରେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଅବସରରେ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅମିତାଭ ବଚ୍ଚନ ଝିଅ ଏବଂ ପତ୍ନୀ ଙ୍କ ସହିତ ଏକ ପୁରୁଣା ଫଟୋ ସେୟାର କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିବାହ ପରେ ପ୍ରଥମ ଦୀପାବଳି ସେଲିବ୍ରେଟ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନଙ୍କ ସହିତ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଆସନ୍ତୁ ଦେଖିବା କେଉଁ ସେଲିବ୍ରିଟି କିପରି ଶୁଭେଚ୍ଛା ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More