Only for Entertainment

ବିରିୟାନୀ ଟଙ୍କା ମାଗିବାରୁ ରେଷ୍ଟୁରାଂଟ ମାଲିକଙ୍କୁ ଖୁବ ପିଟିଲେ ଡିଏମକେ ନେତା, ଭିଡ଼ିଓ ଭାଇରାଲ ।

punjabkesari
0 32

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଏବେ ଖୁବ ମାତ୍ରାରେ ଭାଇରାଲ ହେଉଛି । ଯେଉଁଥିରେ ଡିଏମକେ ୟୁଥ ୱିଙ୍ଗର ସେକ୍ରେଟାରୀ ୟୁବରାଜ ହୋଟେଲ ଷ୍ଟାଫଙ୍କ ସହିତ ମାରପିଟ କରୁଥିବା ନଜର ଆସିଛନ୍ତି । ୟୁବରାଜ ପ୍ରଥମେ ଯୁକ୍ତି କରୁଛନ୍ତି ଏବଂ ପରେ ମାରପିଟ ମଧ୍ୟ କରିଥିବା ନଜର ଆସିଛନ୍ତି । ଏହି ଘଟଣା ଚେନ୍ନାଇର ।

 

ଭିଡ଼ିଓରେ ନଜର ଆସିଛିଯେ ଯୁବରାଜ ହୋଟେଲର କ୍ୟାଶିଅରଙ୍କ ବିରିୟାନୀ ଟଙ୍କର ନ ଦେଇ ଯୁକ୍ତି କରିଛନ୍ତି । ୱେଟର ଯେତେବେଳେ ତାଙ୍କୁ ରୋକିବାକୁ ଚେଷ୍ଟା କରିଛନ୍ତି ତାଙ୍କୁ ମଧ୍ୟ ମାଡ଼ ମାରିଛନ୍ତି । ଏହା ଚେନ୍ନାଇର ହୋଟେଲ ସଲେମ ଆରଆର ବିରିୟାନୀ ସପ୍ର ଘଟଣା । ଡିଏମକେ ନେତା ଏମକେ ଷ୍ଟାଲିନ ଏହାକୁ ନିନ୍ଦା କରିଛନ୍ତି । ଏହା ସହିତ ପାର୍ଟିର ୟୁଥ ସେକ୍ରେଟାରୀ ଯୁବରାଜ ଏବଂ ଦିବାକରଙ୍କୁ ପାର୍ଟିରୁ ବାହାର କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More