Only for Entertainment

ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ, ହୋଇପାରେ ଅନେକ ସମସ୍ୟା

Today
0 50

ଆମ୍ବ ପାଟିକୁ ସୁଆଦିଆ ଲାଗିବା ସହିତ ଦେହ ପାଇଁ ମଧ୍ୟ ଖୁବ ଲାଭଦାୟକ । ଆମ୍ବରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ, ପ୍ରୋଟିନ, ଭିଟାମିନ ଏ, ବି ଏବଂ ସି ରଖିଥାଏ । ଏହା ଶରୀରକୁ ସୁସ୍ଥ ରହଖିବାରେ ସହାୟକ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଖାଇବାର ତୁରନ୍ତ ପରେ କିମ୍ବା ୪ ଘଣ୍ଟା ମଧ୍ୟରେ ତିନୋଟି ଜିନିଷ ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ୩ଟି ଜିନିଷ ବିଷୟରେ ଯାହାକୁ ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ ଖାଇବା କଥା ନୁହେଁ ।

କଲରା

karela
ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ କଲରା ଖାଆନ୍ତୁ ନାହିଁ । କାରଣ ଆମ୍ବ ମିଠା ଏବଂ କଲରା ପିତା ହୋଇଥାଏ । ଯଦି ଆପଣ ଆମ୍ବ ଖାଇବା ପରେ କଲରା ଖାଇଥାନ୍ତି ତେବେ ଏହା ରିଆକ୍ସନ କରିଥାଏ । ଏହା ଶରୀରରେ ଏକ ପ୍ରକାର ବିଷାକ୍ତ ଦ୍ରବ୍ୟରେ ପରିଣତ ହୋଇଯାଏ । ଫଳରେ ବାନ୍ତି ହୋଇଥାଏ ଏବଂ ଶରୀର ଅସୁସ୍ଥ ହୋଇଯାଏ ।

କଂଚା ଲଙ୍କା

chilli
ଧ୍ୟାନ ରଖନ୍ତୁ ଆମ୍ବ ଖାଇବାର ଚାରି ଘଣ୍ଟା ମଧ୍ୟରେ କଂଚା ଲଙ୍କା ଖାଆନ୍ତୁ ନାହିଁ । ଏହା ଦ୍ୱାରା ପେଟରେ ରିଆକ୍ସନ ହୋଇ ଜଳାପୋଡା ହୋଇଥାଏ ।

ଦହି

curd
ଆମ୍ବ ଖାଇବା ପରେ ଭୁଲରେ ମଧ୍ୟ ଦହି କିମ୍ବା ରାଇତା ଖାଆନ୍ତୁ ନାହିଁ । ଆମ୍ବ ପରେ ଏହି ଦୁଇଟି ଜିନିଷକୁ ଖାଇବା ଦ୍ୱାରା ମଧ୍ୟ ରିଆକ୍ସନ ହୋଇଥାଏ । ଏବଂ ଶରୀର ପାଇଁ ହାନିକାରକ ହୋଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More