Only for Entertainment

କେରଳ ବନ୍ୟାରୁ ରକ୍ଷା ପାଇଁ କୁକୁରର ବଂଚିବା ପ୍ରୟାସ,ଜୀବନକୁ ବାଜି ଲଗାଇ ସାହାଯ୍ୟ କଲେ ଲୋକେ, ଦେଖନ୍ତୁ ଭିଡିଓ !

0 62

କେରଳ ବନ୍ୟା କରାଳ ରୂପ ଧରି ଥିବା ବେଳେ ଏବେ ପର୍ଯ୍ୟନ୍ତ ଏହି ବନ୍ୟାରେ ୩୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ୮ଅଗଷ୍ଟରୁ ୨୦ଅଗଷ୍ଟ ପର୍ଯ୍ୟନ୍ତ ୨୨୨ଲୋକଙ୍କୁ ମୃତ୍ୟୁ ହୋଇଯାଇଛି । ୧୦ଲକ୍ଷରୁ ଅଧିକ ଲୋକ ସେବାକେନ୍ଦ୍ରରେ ଅଛନ୍ତି । ଏଥିପାଇଁ ଅନେକ ସ୍ଥାନରୁ ସାହାଯ୍ୟର ହାତ ଆଗକୁ ବଢୁଛି ।

ଏହିଭଳି ଭାବେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ୟୁଟ୍ୟୁବରେ । ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ମନୁଷ୍ୟ ଭଳି ପଶୁ ମଧ୍ୟ ଏଠାରେ ବଂଚିବା ପାଇଁ ସଂଘର୍ଷ କରୁଛି । ଏହି ଭିଡିଓରେ ନଜର ଆସିଛି କିଭଳି କିଛି ବ୍ୟକ୍ତି କୁକୁରକୁ ବଂଚାଇବା ପାଇଁ ବାର ବାର ପ୍ରୟାସ କରିବାରେ ଲାଗିଛନ୍ତି , ନିଜ ଜୀବନକୁ ବାଜି ଲଗାଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More