Only for Entertainment

ରଣବୀର ସିଂଙ୍କ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଡୋନାଲ୍ଡ ଟ୍ରମ୍ପ । ଖୁବ ଭାଇରାଲ ହେଉଛି ଭିଡ଼ିଓ ।

jansatta
44

ରଣବୀର ସିଂଙ୍କ ବାଜିରାଓ ମସ୍ତାନୀର ମହ୍ଲାରୀ ଗୀତ ଆପଣ ନିହାତି ମନେ ରଖିଥିବେ, ଯେଉଁଥିରେ ଖୁବ ଜୋଶରେ ନୃତ୍ୟ କରୁଥିଲେ ରଣବୀର ସିଂ । ଏବେ ଏହି ଗୀତରେ ପ୍ରସ୍ତୁତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ରଣବୀର ସିଂଙ୍କ ଗୀତରେ ଡୋନାଲ୍ଡ ଟ୍ରମ୍ପ ନୃତ୍ୟ କରୁଥିବାର ନଜର ଆସିଛନ୍ତି । ବାସ୍ତବରେ ଏହି ଭିଡ଼ିଓରେ ରଣବୀରଙ୍କ ଚେହେରାକୁ ହଟାଇ ଡୋନାଲ୍ଡ ଟ୍ରମ୍ପଙ୍କ ଚେହେରାକୁ ଏଡିଟ କରି ଲଗାଯାଇଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ଏହି ଗୀତ ଶତ୍ରୁମାନଙ୍କ ଉପରେ ୱାଟ ଲଗାଇବା ଉପରେ ଆଧାରିତ । କହିରଖୁଛୁଯେ ପୁଲୱାମା ଆକ୍ରମଣ ପରେ ଟ୍ରମ୍ପ କହିଥିଲେଯେ ଏହି ଆକ୍ରମଣ ପରେ ଭାରତ କିଛି ବଡ଼ ପଦକ୍ଷେପ ନେଇପାରେ । ତେଣୁ ଏହି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ସୌଜନ୍ୟ jansatta
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More