Only for Entertainment

ବିଗବସ୧୨ ଫେମ ରୋଶମୀ ବାଣିକଙ୍କ ଗ୍ଲାମରସ ଫଟୋସୁଟ ।

aajtak
44

ବଗବସ ୧୨ରେ ନଜର ଆସିଥିବା ରୋଶମୀ ବାନିକଙ୍କଫଟୋ ସୋସିଆଲ ମିଡିଆରେ ଖେଳି ଯାଇଛି । ତାଙ୍କ ଗ୍ଲାମରସ ଫଟୋସୁଟର ଫଟୋ ଫ୍ୟାନ୍ସଙ୍କ ମଧ୍ୟରେ ଭାଇରାଲ ହେଉଛି । କହିରଖୁଛୁଯେ ରୋଶମୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ । ତେବେ ଏହି ଫଟୋରେ ରୋଶମୀଙ୍କ କ୍ୟୁଟନେସ ନଜର ଆସିଛି ।

ବିଗବସ ଘରକୁ ପ୍ରବେଶ କରି ରୋଶମୀ ଲୋକପ୍ରିୟତା ହାସଲ କରିଛନ୍ତି । ସେ ତାଙ୍କ ଷ୍ଟାଇଲ ସେନ୍ସ ଏବଂ ଟ୍ରେଣ୍ଡି ଆଉଟଫିଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ରୋଶମୀଙ୍କୁ କ୍ରପ ଟପ ଏବଂ ଷ୍ଟାଇଲିସ ଟି ସର୍ଟ ପିନ୍ଧିବାକୁ ଖୁବ ଭଲ ଲାଗେ । ତାଙ୍କ ଇଂଷ୍ଟାଗ୍ରାମରେ ନଜର ପକାଇଲେ ଏହାର ପ୍ରମାଣ ମିଳିଯିବ । ତେବେ ବିଗବସରେ ଖୁବ କମ ଦିନ ରହିଥିବା ରୋଶମୀଙ୍କ ବଣ୍ଡିଂ ଅନ୍ୟ ପ୍ରତିଯୋଗୀଙ୍କ ସହିତ ଖୁବ ଭଲ ଥିଲା । ବିଶେଷ କରି ଶିଭାଶିଷଙ୍କ ସହିତ ତାଙ୍କର ଖୁବ ଭଲ ବଣ୍ଡିଂ ନଜର ଆସିଥିଲା ଏବଂ ଏବେ ମଧ୍ୟ ଦୁଇଜଣ ଯୋଗାଯୋଗରେ ଅଛନ୍ତି ।
ରୋଶମୀ ଇଆଇ କୁଏରୋ ଫ୍ୟାଶନର ମାଲିକାଣି ଏବଂ ସଂସ୍ଥାପକ । ସେ କୋଲକାତାରେ ଲେଦର ଗୁଡସ ସହିତ ଡିଲ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More