Only for Entertainment

ଦୁଃଖ ମନରେ ଶୁଅନ୍ତୁ ନାହିଁ : ଜାଣନ୍ତୁ କାହିଁକି ?

dreams
0 60

ଯେତେବେଳେ ଆପଣ ବିଶ୍ରାମ କରୁଛନ୍ତି ତ ଦୁଃଖୀ ହୋଇ ଶୁଅ ନାହିଁ । କାରଣ ଶୋଇବା ପରେ ଆମର ଅବଚେତନ ମନରେ ଦିନଯାକର ଘଟଣା ସବୁ ଆମର ଇନ୍ଦ୍ରିୟ ମନେପକାଇଥାଏ । ଏଥିପାଇଁ ଆମେ ଯଦି ଦୁଃଖ ଓ ବିରହରେ ଶୋଇପଡିବା ,ଆମର ଖରାପ ଅଭ୍ୟାସ ସବୁ ସ୍ମୃତିରେ ରହିଯିବ । ଏବଂ ଏହାକୁ ଭୁଲିବା କଷ୍ଟକର ଶୋଇଥାଏ । ଏଭଳି ଏକ ତଥ୍ୟ ଚୀନର କିଛି ବିଶେଷଜ୍ଞ ଦେଇଛନ୍ତି ।

ଶୋଇବା ଦ୍ୱାରା ପୁଣି ଶରୀର ଓ ମନରେ ଶକ୍ତି ସଂଚାର ହୋଇଥାଏ । କୈାଣସି କାମ କରିବାରେ ମନ ଲାଗେ । ଏଣୁ ଭଲ ମନରେ ଖୁସି ଖୁସିରେ ନିଦ୍ରାର ମଜା ନିଅନ୍ତୁ । ଅବସାଦ ମନରେ ନିଦ୍ରାଗଲେ ମନ ଭାରାକ୍ରାନ୍ତ ହୋଇଥାଏ । ପରେ ତାହା ବାରମ୍ବାର ମନେପଡିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More