Only for Entertainment

ବୟସ୍କଙ୍କୁ ମଧ୍ୟ ଯୁବକ କରିଦେବ ଦିଲ କା ଟେଲିଫୋନ ଗୀତ, ଦେଖନ୍ତୁ ମତୁଆଲା ହେଲା ଭଳି ଭିଡ଼ିଓ

hindirush
105

ଆୟୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚାଙ୍କ ଫିଲ୍ମ ଡ୍ରିମ ଗର୍ଲର ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଦ୍ୱିତୀୟ ଗୀତ ଦିଲ କା ଟେଲିଫୋନ’ ମଙ୍ଗଳବାରକୁ ରିଲିଜ ହୋଇଛି । ଗୀତରେ ଆୟୁଷ୍ମାନ ଝିଅ କଣ୍ଠ ସ୍ୱରରେ ଗୀତ ଗାଉଛନ୍ତି ଏବଂ ପୂଜା ନାମରେ ଝିଅ ହୋଇ ସମସ୍ତଙ୍କ ହୃଦୟ ବଦଳାଉଛନ୍ତି ।

ଫୋନରେ ଝିଅ ଭଳି କଥା ହୋଇ ସମସ୍ତଙ୍କ ହୃଦୟକୁ ଜଳାଉଛନ୍ତି ଆୟୁଷ୍ମାନ । ତେବେ ଯେ କେବଳ ପୁଅମାନେ ନୁହଁନ୍ତି ବରଂ ଏକ ଝିଅକୁ ମଧ୍ୟ ତାଙ୍କୁ ପ୍ରେମ ହୋଇ ଯାଉଛି ।

ଦିଲ କା ଟେଲିଫୋନ’ ଗୀତରେ ପୂଜା ତାଙ୍କ ପ୍ରେମିକ ମାନଙ୍କ ପାଇଁ ଗୀତ ଗାଉଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କ ବାପାଙ୍କ ଚରିତ୍ରରେ ନଜର ଆସିଛନ୍ତି ଅନୁ କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More