Only for Entertainment

ଦୁନିଆର ଏଭଳି ଏକ ସ୍ଥାନ ଯେଉଁଠାରେ ରହିଛି କପଡ଼ା ଲାଇବ୍ରେରୀ ।

punjab kesari
0 41

ଦୁନିଆ ପ୍ରତିଟି ମୁହୂର୍ତ୍ତରେ ବଦଳୁଛି । ବିଶେଷକରି ବେଶ ପୋଷାକକୁ ନେଇ ସମସ୍ତେ ଖୁବ ଚଳଚଂଚଳ । ପ୍ରତିଦିନ ନୂଆ ଡିଜାଇନ ସହିତ ଲାଟେଷ୍ଟ ଫ୍ୟାଶନରେ ନଜର ଆସିବାକୁ ସମସ୍ତେ ପସନ୍ଦ କରୁଛନ୍ତି । କେହି କେହି ଏଭଳି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଡ୍ରେସକୁ ଥରେ ପିନ୍ଧିବା ପରେ ତାହାର ପୁନରାବୃତ୍ତି କରୁନାହାଁନ୍ତି । ଅଷ୍ଟ୍ରେଲିଆର ସାରାହ ଫ୍ରିମେନ ଏକ ନୂଆ ବିଜନେସ ଆଇଡିଆ ବାହାର କରିଛନ୍ତି । ସେଠାରେ ଏକ କ୍ଲଥ ଲାଇବ୍ରେରୀ ଓପନ କରିଛନ୍ତି ।

ଏକ ସର୍ଭେ କରିବା ପରେ ଏହି ଆଇଡିଆ ଆସିଥିଲା । ଅଷ୍ଟ୍ରେଲିଆରେ କରାଯାଇଥିବା ଏକ ସର୍ଭେରେ ଜଣାଗଲାଯେ ଅଷ୍ଟ୍ରେଲିଆର ୨୫ ପ୍ରତିଶତ ଲୋକ ଗୋଟିଏ ଡ୍ରେସକୁ ଥରେ ପିନ୍ଧିବା ପରେ ପୁଣିଥରେ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି । ଏହା ଖୁବ ଆଶ୍ଚର୍ଯ୍ୟକର ଥିଲା । ଏହାପରେ ସେମାନେ ସିଡନୀରେ ଏକ କ୍ଲଥ ଲାଇବ୍ରେରୀ ଖୋଲିଲେ । ଏହି କପଡ଼ାକୁ ଆପଣ କିଣିପାରିବେ ନାହିଁ,କିନ୍ତୁ ଭଡ଼ାରେ ନେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More