Only for Entertainment

ଅପେକ୍ଷାର ହେଲା ଅନ୍ତ , ଦୀର୍ଘ ସମୟ ବ୍ୟବଧାନ ପରେ ପରିବାରକୁ ମିଳିଲା ଶ୍ରୀଦେବୀଙ୍କ ପାର୍ଥୀବ ଶରୀର ।

youtube
0 71

ଦୁବାଇରେ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ତାଙ୍କର ପାର୍ଥିବ ଶରୀର ପାଇବା ପାଇଁ ଅନେକ ସମୟ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଅପେକ୍ଷାରେ ଅବସାନ ଘଟିଛି । ପାଖାପାଖି ୬୪ଘଂଟା ପରେ ତାଙ୍କ ପରିବାର ବର୍ଗଙ୍କୁ ଶ୍ରୀଦେବୀଙ୍କ ଶରୀର ମିଳିଛି । ଶ୍ରୀଦେବୀଙ୍କ କେସକୁ ଦୁବାଇ ପୁଲିସ ବନ୍ଦ କରିଦେବା ସହ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଯାଇଛି ।

dead-body-ଖଲିଜ ଟାଇମ୍ସ ମୁତାବକ, ଶ୍ରୀଦେବୀଙ୍କ ପାର୍ଥୀବ ଶରୀରର ଲେପ ଲଗାଇବା କାର୍ଯ୍ୟର ପରିସମାପ୍ତି ଘଙ୍କିଛି । ତାଙ୍କ ଶରୀରକୁ କଫନ ମଧ୍ୟରେ ରଖାଯାଇ ଏୟାରପୋର୍ଟକୁ ପଠାଇ ଦିଆଯାଇଛି । ଆଉ କିଛି କ୍ଷଣ ମଧ୍ୟରେ ବିମାନ ପହଂଚିଯିବ ମୁମ୍ବାଇରେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ବର୍ତମାନ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର ବୁଧବାର ଦିନ ଦ୍ୱିପ୍ରହରରେ ହୋଇ ପାରିବ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More