Only for Entertainment

ବଲିଉଡରେ ଦୁର୍ଗା ପୂଜାର ଧମାଲ, ଦେଖନ୍ତୁ ଫଟୋ ।

The Indian Express
27

ଧରାକୁ ଓହ୍ଲାଇଛନ୍ତି ଜଗଜ୍ଜନନୀ ମାଆ ଦୂର୍ଗା । ସାରା ଦେଶରେ ଏବେ ପାର୍ବଣର ମାହୋଲ । ଆଉ ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ୍ କଳାକାର । ପୂଜା ପେଣ୍ଡାଲକୁ ଯାଇ ମାଆ ଦୂର୍ଗାଙ୍କ ନିକଟରେ କରିଛନ୍ତି ପୂଜାର୍ଚ୍ଚନା । ପାରମ୍ପରିକ ପୋଷାକରେ ପାରମ୍ପରିକ ରୀତିନୀତିରେ ବଲିଉଡ୍ କଳାକାର ଧୁମଧାମରେ ପାଳୁଛନ୍ତି ଦଶହରା ।

ଜଗଜ୍ଜନନୀଙ୍କ ଦରବାରରେ ବଲିଉଡ କଳାକାର । ବର୍ଷକରେ ଥରେ ଆସେ ଦଶହରା ଏହାର ଆକର୍ଷଣରୁ ବାଦ ପଡ଼ିନାହାନ୍ତି ସିନେ ସେଲିବ୍ରିଟି । ରଣବୀର, ଆଲିଆଙ୍କଠାରୁ ଆରମ୍ଭ କରି କ୍ୟାଟ୍ରିନା, କାଜୋଲ, ଭାଗ୍ୟଶ୍ରୀ ଓ ରାଣୀ ମୁଖାର୍ଜିଙ୍କ ପରି ଅନେକ ପରିଚିତ ସିନେତାରକା ନିଜ ନିଜ ଅନ୍ଦାଜରେ ମନଭରି ଉପଭୋଗ କରୁଛନ୍ତି ପାର୍ବଣର ଏହି ରଂଗିନ ମାହୋଲକୁ । କିଏ ମାଆଙ୍କ ପାଖରେ ଆଳତୀ କରୁଛି ତ ଆଉ କେହି ରଖିଛି ଉପବାସ ।

ପୂଜା ପାଲଟିଛି ସମ୍ପର୍କ ସାଉଁଟିବାର ଅବସର । ନିଜ ନିଜ ସିଡ୍ୟୁଲ୍ ଅନୁଯାୟୀ ସିନେ ତାରକା ବର୍ଷତମାମ୍ ବ୍ୟସ୍ତ ରହୁଥିବା ବେଳେ ଦଶହରା ବେଳେ ପରସ୍ପରକୁ ସାକ୍ଷାତ କରି ବନ୍ଧନକୁ ମଜବୁତ୍ କରୁଛନ୍ତି । ସମୁଦାୟ ଭାବେ ପାର୍ବଣ ଯେଭଳି ତାରକାଙ୍କ ପାଇଁ ସେହି ଅବସର ଆଣିଦେଇଛି ଯେବେ ଫୁର୍ସତରେ ଟିକେ ମନଭରି ଜିଇଁହେବ ଜୀବନକୁ ।

ଦେଖନ୍ତୁ ଫଟୋ-

pic kajol

 

View this post on Instagram

 

❤️❤️❤️❤️❤️❤️❤️ 7 is the number of the day.

A post shared by Kajol Devgan (@kajol) on

katrina

katrina kaif

durga1

pic jaya

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More