Only for Entertainment

ଦଶ କା ଦମ: କେତେ ପ୍ରତିଶତ ଭାରତୀୟ ପୁଅ ଝିଅଙ୍କୁ ଇଂରାଜୀରେ ଇମ୍ପ୍ରେଶ କରନ୍ତି,ଦେଖନ୍ତୁ ଭିଡିଓ ।

zeenews
0 70

ବଲିଉଡ ଅଭିନେତା ସଲମାନ ଖାନ ଖୁବ ଶୀଘ୍ର ଛୋଟ ପରଦାରେ ଏକ ନୂଆ ଶୋ’କୁ ହୋଷ୍ଟ କରୁଥିବାର ନଜର ଆସିବେ । ଆମେ ବିଗବସ ବିଷୟରେ ଆଲୋଚନା କରୁନାହୁଁ,ଆମେ ଆଲୋଚନା କରୁଛୁ ‘ଦଶ କା ଦମ’ ବିଷୟରେ । ସଲମାନ ଖାନ ୯ ବର୍ଷ ପୂର୍ବରୁ ଟିଭି ପରଦାକୁ ‘ଦଶ କା ଦମ’ ଶୋ ନେଇ ଆସିଥିଲେ । ଏହି ଶୋ’କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହି ଶୋ’କୁ ପୁଣିଥରେ ହୋଷ୍ଟ କରୁଥିବାର ନଜର ଆସିବେ ସଲମାନ ଖାନ । ଏହାର ନୂଆ ପ୍ରମୋ ସଲମାନ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

 


ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତିଯେ ଆପଣ ସମସ୍ତେ ମୋତେ ଖୁବ ଶୀଘ୍ର ସୋନି ଟିଭିରେ ଦେଖିପାରିବେ । ସେୟାର କରାଯାଇଥିବା ଭିଡିଓରେ ସେ ଜଣେ ଫିମେଲ ପ୍ରତିଯୋଗୀଙ୍କୁ ପଚାରୁଛନ୍ତିଯେ କେତେ ପ୍ରତିଶତ ଭାରତୀୟ ପୁଅ ଝିଅ ଇମ୍ପ୍ରେଶ କରିବା ପାଇଁ ଇଂରାଜୀ ବ୍ୟବହାର କରନ୍ତି । ଏହାପରେ ଝିଅଟି ଏହି ବିଷୟରେ ଭାବୁଛିଯେ ତା ସହିତ ଏଭଳି କେତେ ଥା ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More