Only for Entertainment

ପୁରୁଷମାନଙ୍କୁ ଅବସାଦ ବିଷୟରେ ଖୋଲାଖୋଲି କହିବା ଉଚିତ : ଡ୍ୱେନ ଜନସନ

healthy celeb
0 46

ଦୁଃଖ ସହ ସଂଘର୍ଷର କାହାଣୀକୁ ଖୋଲାଖୋଲି କହିଲେ ହଲିଉଡ ଅଭିନେତା ଡ୍ୱେଡ ଜନସନ ପୁରୁଷଙ୍କ ସହ ନିଜର ଅନୁଭବ ସେୟାର କରିଛନ୍ତି । ଜନସନ କହିଛନ୍ତି ପୁରୁଷମାନେ ନିଜର ଭାବନାକୁ କାହା ଆଗେ ସେୟାର କରନ୍ତି ନାହିଁ କାରଣ ସେମାନଙ୍କୁ ସମାଜରେ ଲଜ୍ଜିତ ହେବାର ଭୟ ରହିଥାଏ, ମାତ୍ର ଶରୀର ପାଇଁ ଭଲ ସଙ୍କେତ ନୁହେଁ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏହା ଉପରେ ଅନେକ ପ୍ରତିକ୍ରିୟା ମିଳିଛି ମଧ୍ୟ । ଦୁଃଖ ଭେଦଭାବ କରେ ନାହିଁ । ଜନଙ୍କୁ ଏହି ସମସ୍ତ ଉପରେ ଜାଣିବା ପାଇଁ ଅନେକ ସମୟ ଲାଗିଗଲା ମାତ୍ର ଏବେ ସେ ବୁଝି ସାରିଛନ୍ତି ଯେ ଦୁଃଖ ଏବଂ ଚିନ୍ତାକୁ ଅନ୍ୟ ମାନଙ୍କ ଆଗରେ ସେୟାର କରିବା ଦ୍ୱାରା ମନ ହାଲୁକା ହୋଇଥାଏ ଏବଂ ଏହି ସମସ୍ୟାରେ ସମ୍ମୁଖୀନ ଯେତେବେଳେ ଜନ୍ ହୋଇଥିଲେ ତାଙ୍କୁ ସେ ସମୟରେ ବୟସ ୧୫ବର୍ଷ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More