Only for Entertainment

ୱାର୍କ ଆଉଟ ପୂର୍ବରୁ ଏବଂ ପରେ ଖାଆନ୍ତୁ ଏହି ଖାଦ୍ୟ ।

youtube
0 42

ନିଜକୁ ଫିଟ ରଖିବା ପାଇଁ ଆଜିକାଲି ସମସ୍ତେ ୱାର୍କ ଆଉଟ କରୁଛନ୍ତି । ୱାର୍କ ଆଉଟ କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ନିହାତି ଦରକାର । ବିଶେଷକରି ଡାଇଟ । ପ୍ରାୟତଃ ଲୋକମାନେ ୱାର୍କ ଆଉଟ ପୂର୍ବରୁ ଏବଂ ପରେ କିଛି ଖାଦ୍ୟ ଖାଇଦିଅନ୍ତି । ଯେଉଁ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଂଚିଥାଏ । ଯଦି ଆପଣ ନିଜ ଡାଇଟ ଠିକ ରଖିବେ ତେବେ ଲାଭ ମିଳିବ । ଆଜି ଆସନ୍ତୁ ଜାଣିବା ୱାର୍କ ଆଉଟ ପୂର୍ବରୁ କିମ୍ବା ପରେ କେଉଁ ସମସ୍ତ ଖାଦ୍ୟ ଖାଇବା ଉଚିତ ।

ୱାର୍କ ଆଉଟ ପୂର୍ବରୁ ସବୁବେଳେ ଗ୍ରୀନ ଟି ପିଅନ୍ତୁ । ଏହା ବ୍ୟତୀତ ଆପଲ,ଡାର୍କ ଚକୋଲେଟ,କଦଳୀ,ଆଭୋକାଡ଼ୋ । ଏହି ସମସ୍ତ ଖାଦ୍ୟ ୱାର୍କ ଆଉଟ ପୂର୍ବରୁ ଖାଇବା ଦ୍ୱାରା ତତକ୍ଷଣାତ ଶକ୍ତି ମିଳିଥାଏ ।

ୱାର୍କ ଆଉଟ ପରେ କମଳା,ପିନଟ ବଟର,କ୍ଷୀର,ଜଳ ଆଦି ସେବନ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More