Only for Entertainment

‘ସେପ ଅଫ ୟୁ’ର ନୂଆ ଭର୍ସନ ବାବା ରାମଦେବଙ୍କ ସହ ! ଦେଖନ୍ତୁ ଏହି ଭିଡିଓ ।

ଯୋଗ ଗୁରୁ ବାବା ରାମ ଦେବ ତାଙ୍କ ଯୋଗ ପାଇଁ ସାରା ବିଶ୍ୱରେ ପରିଚିତ । ଏହି ଭିଡିଓକୁ ତାଙ୍କର କିଛି ଯୋଗ ଏବଂ ନିଆରା ଢଙ୍ଗ ପ୍ରଦର୍ଶନକୁ ହଲିଉଡ ଗାୟକ ଏଡ ସିରିନ ଗାଇଥିବା ବହୁ ପ୍ରଚଳିତ ସଂଗୀତ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ଏହି ଭିଡିଓ ଯାହା ଆପଣଙ୍କ ହସକୁ ରୋକି ପାରିବ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More