Only for Entertainment

‘ଏକ ଔର ଦେବଦାସ’ତ୍ରିକୋଣୀୟ ପ୍ରେମ କାହାଣୀରେ ଲାଗିବ ଅଣ୍ଡରୱାର୍ଲଡର ତଡ଼କା ।

amarujala
0 49

ବଙ୍ଗଳାର ଅମର ସାହିତ୍ୟକାର ଶରତଚନ୍ଦ୍ରଙ୍କ ଉପନ୍ୟାସ ଦେବଦାସ ଉପରେ ପ୍ରେମ କାହାଣୀ ନିର୍ମାଣ କରାଯାଉଛି । କିନ୍ତୁ କିଛି ବର୍ଷ ପୂର୍ବରୁ ଅନୁରାଗ କଶ୍ୟପ ଦେବ ଡି ନିର୍ମାଣ କରି ଡ୍ରଗ୍ସ ଦୁନିଆକୁ ଦେବଦାସ ପ୍ରେମ ସହିତ ଯୋଡ଼ିଥିଲେ ।

ନିର୍ଦ୍ଦେଶକ ସୁଧୀର ମିଶ୍ରା ଦେବଦାସ କାହାଣୀକୁ ୟୁପିର ରାଜେନୈତକ ନଜରରେ ପ୍ରସ୍ତୁତ କଲେ ଏବଂ ଏବେ ନିର୍ଦ୍ଦେଶକ ମହେଶ ମାଂଜରେକର ଦେବଦାସର ତ୍ରିକୋଣୀୟ ପ୍ରେମ କାହାଣୀରେ ଅଣ୍ଡରୱାର୍ଲଡର ତଡ଼କା ଦେବାକୁ ଯାଉଛନ୍ତି ।

ଖବର ଅନୁସାରେ ବହୁ ଦିନ ଧରି ମରାଠୀ ଫିଲ୍ମରେ ବ୍ୟସ୍ତ ରହିଥିବା ମାଂଜରେକର ଏବେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ।

ଦେବଦାସଙ୍କ ଚରିତ୍ରରେ ନଜର ଆସିବେ ବିଦ୍ୟୁତ ଜାମବାଲ । ପାରୋ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଶୃତି ହାସନ ଏବଂ ସୋନଲ ଚୌହାନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More