Only for Entertainment

ଅଭିନେତ୍ରୀ ଏଲିଶିୟାଙ୍କୁ ପସନ୍ଦ ରୋମାଂଚକ ଫିଲ୍ମ, ଜାଣନ୍ତୁ ଏହା ସମ୍ବନ୍ଧରେ !

pinthisstar
0 111

ବିଶେଷ ସୂତ୍ରରୁ ପ୍ରକାଶ ଯେ ଓସ୍କାର ବିଜେତା ଅଭିନେତ୍ରୀ ଏଲିଶିୟା ୱିକେଣ୍ଡର କହିଛନ୍ତି ଯେ ତାଙ୍କୁ ସ୍ୱତନ୍ତ୍ର ଏବଂ କଳାତ୍ମକ ସିନେମା ପସନ୍ଦ ଏବଂ ଏହାସହ ତାଙ୍କୁ ରୋମାଂଚକ ଫିଲ୍ମ ମଧ୍ୟ ଆକର୍ଷିତ କରିଥାଏ । ଏଲିଶିୟା ଆଗାମୀ ଫିଲ୍ମ ‘ଟମ ରେଡର’ରେ ଲାରା କ୍ରାଫ୍ଟ ଭୂମିକାରେ ନଜରକୁ ଆସିବେ ।

ଏଲିଶିୟାଙ୍କ ମା’ ଥିଏଟର ଏବଂ ଫିଲ୍ମ ଦୁନିଆରେ ତାଙ୍କର ପରିଚୟ କରାଇଥିବା ଏଲିଶିୟା ନିଜେ ତାଙ୍କ ବୟାନରେ କହିଛନ୍ତି । କାରଣ ତାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ ଥିଲେ । ତାଙ୍କୁ କଳାତ୍ମକ ଫିଲ୍ମ ଛଡା ଅନ୍ୟ ଲୋକଙ୍କ ପରି ‘ଇଣ୍ଡିଆନା ଜୋମ୍ସ’ଭଳି ରୋମାଂଚକ ଫିଲ୍ମ ମଧ୍ୟ ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More