Only for Entertainment

ଏମୀ ଜାକସନ ନିଜର ବୋଲ୍ଡ ଫଟୋ ସେୟାର କରି ସୋସିଆଲ ମିଡିଆରେ ମଚାଇଲେ ଧମାଲ ।

mtwiki
0 48

ବ୍ରିଟିଶ ମଡେଲ ତଥା ଅଭିନେତ୍ରୀ ନିଜର ହଟନେଶକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡ଼ିଆ ରେ ସେ ନିଜର ଏହି ଭଳି ଫଟୋ ମଧ୍ୟ ସେୟାର କରନ୍ତି । କିନ୍ତୁ ଏବେ ଏବେ ଏମୀ ନିଜର ଇନଷ୍ଟାଗ୍ରାମ ଅଫିସିଆଲ ଆକାଉଣ୍ଟ ରେ ନିଜର ଏଭଳି ଫଟୋ ସେୟାର କରି ସୋସିଆଲ ମିଡିଆରେ ହଇଚଇ ମଚାଇଛନ୍ତି ।

ଏହି ଫଟୋରେ ଏମୀ ନିଜର ନିଜର ବୋଲଡ଼ ଏବଂ ସେକ୍ସି ଲୂକ ରେ ନଜର ଆସିଛନ୍ତି ।

ଯେଉଁଥିରେ ଏମୀଙ୍କ ବୋଲଡ଼ନେସ ପରିଷ୍କାର ନଜର ଆସିଛି, ଏହି ମନୋକ୍ରମ ଫଟୋ ରେ ଏମୀ ବୋଲଡ଼ ରୁ ଅଧିକ କାମୁକ ନଜର ଆସିଛନ୍ତି ।

ଏମୀଙ୍କ ଏହି ଫଟୋରେ ୩ଲକ୍ଷ ୭୭ହଜାରରୁ ଅଧିକ ଲାଇକ ମିଳିବା ସହ ହଜାର ହଜାର କମେଣ୍ଟ ମଧ୍ୟ ମିଳିଛି । ତେବେ ଖୁବ ଶୀଘ୍ର ଏମୀ ରଜନୀକାନ୍ତ ଷ୍ଟାରର ଫିଲ୍ମ ୨.୦ ରେ ନଜର ଆସିବେ ।

ଏଠାରେ ଆମେ କହି ରଖୁଛୁ ଯେ ୨୦୧୨ରେ ରିଲିଜ ହୋଇଥିବା “ଏକ ଦିୱାନା ଥା” ଫିଲ୍ମରେ ଏମୀ ଡେବ୍ୟୁ କରିଥିଲେ । ଏହା ପରେ ଅକ୍ଷୟ କୁମାର ଷ୍ଟାରର ଫିଲ୍ମ “ସିଂ ଇଜ କିଙ୍ଗ”ରେ ଏମୀ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More