Only for Entertainment

ପିଲାଦିନେ ଖୁବ କ୍ୟୁଟ ଥିଲେ ସିରିଅଲ କିସର ଇମ୍ରାନ ହାସମୀ, ଦେଖନ୍ତୁ ଅଦେଖା ଫଟୋ ।

bollywood tadka
29

ବଲିଉଡର ସିରିଅଲ କିସର ଭାବରେ ଜଣାଶୁଣା ଆକ୍ଟର ଇମ୍ରାନ ହାସମୀ ଆଜି ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ରାଜରେ ଆସିଷ୍ଟ କରିଥିଲେ ଇମ୍ରାନ । ଫିଲ୍ମ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ଫିଲ୍ମ ଫୁଟପାଥରେ ୨୦୦୩ରେ ସେ କ୍ୟାରିଅର ଆରମ୍ଭ କଲେ । ୨୦୦୪ରେ ଫିଲ୍ମ ମର୍ଡର ପରେ ସେ ଖୁବ ପରିଚିତ ହୋଇଥିଲେ । ଏହି ଫିଲ୍ମ ରାତି ରାତି ଇମ୍ରାନଙ୍କୁ ସୁପରଷ୍ଟାର କରି ଦେଇଥିଲା । ଏହାପରେ ଇମ୍ରାନ ଆୱାରାପନ, ସଙ୍ଘାଇ, ଜନ୍ନତ, ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, କ୍ରୁକ, ଦିଲ ତୋ ବଚା ହୈ ଜୀ, ମର୍ଡର ଟୁ, ଦ ଡାର୍ଟି ପିକଚର, ହମାରୀ ଅଧୁରୀ କାହାନୀ, ଅଜହର ଏବଂ ରାଜ ରିବୁଟ ଫିଲ୍ମରେ ନଜର ଆସିଛନ୍ତି । ନିକଟ ଅତୀତରେ ଚିଟ ଇଣ୍ଡିଆରେ ମଧ୍ୟ ନଜର ଆସିଥିଲେ । ଆଜି ଇମ୍ରାନଙ୍କ ଜନ୍ମଦିନରେ ଦେଖନ୍ତୁ ତାଙ୍କ ପିଲାଦିନର କିଛି ଫଟୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More