Only for Entertainment

ଦିଅରଙ୍କ ବିବାହରେ ଠୁମକା ଲଗାଇଲେ ଏହି ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ !

amarujala
0 73

ଈଶା ଦେଓଲ ନିଜ ଦିଅରଙ୍କ ବିବାହକୁ ସମ୍ପୁର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ସେ ଏହି ଇଭେଂଟର ଅନେକ ଫଟୋ ପୋଷ୍ଟ କରିଛନ୍ତି । ଏବେ ଏହି ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଈଶା ମିକା ସିଂଙ୍କ ଗୀତରେ ଧୁମ ନାଚିଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓରେ ଈଶା ଦେଓଲ ହାଲୁକା ଗୋଲାପୀ ରଂଗର ଶାଢୀ ସହ ଭାରୀ ଅଳଙ୍କାର ପିନ୍ଧି ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫଟୋରେ ନିଜର ଦିଅରଙ୍କ ପତ୍ନୀ ସହ ଈଶା ନଜର ଆସିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More