Only for Entertainment

କପିଲଙ୍କ ଏକ୍ସ ଜନ୍ମଦିନରେ ଦେଲେ ଏହିଭଳି ଶୁଭକାମନା,କହିଲେ ତୁମକୁ ଦେଖା କରିପାରିବି ନାହିଁ ।

aajtak
0 99

କପିଲ ଶର୍ମା ଏ ଲମ୍ବା ସମୟ ପରେ ପୁଣିଥରେ ଟିଭି ପରଦାକୁ ଫେରିଛନ୍ତି । ସାରା ଦେଶ ତାଙ୍କୁ ଜନ୍ମଦିନର ଅନେକ ଶୁଭେତ୍ସା ଓ ଶୁଭକାମନା ଦେଇଛନ୍ତି । ଏଥିରୁ ବାଦ ପଡ଼ିନାହାଁନ୍ତି କପିଲଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ପ୍ରୀତି ସିମୋନ ।

ପ୍ରତି ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହା ସହିତ ସେ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରୀତି କ୍ୟାଣ୍ଡେଲ ଜଳାଉଥବା ବେଳେ ତାଙ୍କ ସାଙ୍ଗ ସହିତ ଅଛନ୍ତି । ଭିଡଓରେ ପ୍ରୀତି କ୍ୟାଣ୍ଡେଲ ଜଳାଇ କହିଛନ୍ତି ଯେ,କୌଣସି କାରଣରୁ ମୁଁ ତୁମକୁ ଦେଖା କରିପାରୁ ନାହିଁ,କିନ୍ତୁ ଚର୍ଚ୍ଚରେ ଆପଣଙ୍କ ଜନ୍ମଦିନ ମୌକାରେ କ୍ୟାଣ୍ଡେଲ ଜଳାଇ ୱିଶ କରୁଛି । ତୁମେ ଭଲରେ ରୁହ ।

ପ୍ରୀତି କପଲ ଶର୍ମାଙ୍କ ଶୋ’ର ନିର୍ଦ୍ଦେଶକ ଥିଲେ । କୌଣସି କାରଣରୁ ସେ ଶୋ ଛାଡ଼ି ଦେଇଥିଲେ । ତେବେ କପିଲ ଏବଂ ତାଙ୍କ ମଧ୍ୟରେ ହୋଇଥିବା ବ୍ରେକ ଅପ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More