Only for Entertainment

‘ଫନ୍ନେ ଖାଁ’ର ପ୍ରଥମ ଗୀତ ରିଲିଜ, ରକଷ୍ଟାର ଅନ୍ଦାଜରେ ନଜର ଆସିଲେ ଐଶ୍ୱର୍ଯ୍ୟା ।

Zee News
0 42

ଫିଲ୍ମ ‘ଫନ୍ନେ ଖାଁ’ ଜରିଆରେ ଅନେକ ଦିନ ପରେ ପୁଣିଥରେ ଅନିଲ କପୁର ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବଡ ପରଦାରେ ଏକାଠି ନଜର ଆସିବେ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏବେ ଫିଲ୍ମର ପ୍ରଥମ ଗୀତ ‘ମୋହବତ’କୁ ରିଲିଜ କରାଯାଇଛି ।

ଗୀତରେ ସୁନିଧି ଚୌହାନଙ୍କ ମ୍ୟାଜିକାଲ ଭଏସ ଶୁଣିବାକୁ ମିଳିଛି । ଗୀତର ଲିରିକ୍ସ ଇର୍ଶାଦ କାମଲି ଲେଖିଥିବା ବେଳେ ମ୍ୟୁଜିକ ଦେଇଛନ୍ତି ତାନିଷ୍କ ବାଗଚି । ଫିଲ୍ମରେ ଐଶ୍ୱର୍ଯ୍ୟା ଏକ ପ୍ରସିଦ୍ଧ ସିଙ୍ଗର ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅନିଲ କପୁର ଏବଂ ଐଶ୍ୱର୍ଯ୍ୟାଙ୍କ ବ୍ୟତିତ ରାଜ କୁମାର ରାଓ ମଧ୍ୟ ନଜର ଆସିବେ । ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More