Only for Entertainment

ହସ୍ପିଟାଲରେ ଦେଖିବାକୁ ମିଳିଲା ଲାଲୁଙ୍କ ନିଆରା ଅନ୍ଦାଜ ।

panjab kesari
0 50

ରାଜ୍ୟ ଅଧକ୍ଷ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବ୍ୟକ୍ତିତ୍ୱ କିଛି ,ଭଳି ରହିଛି ଯେ ସେ ଯେଉଁଆଡେ ଯାଆନ୍ତି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାଆନ୍ତି । ଲାଲୁ ପ୍ରସାଦ ଏବେ ରାଂଚିର ରିସ୍ମ ହସ୍ପିଟାଲରେ ଭର୍ତ୍ତି ଅଚନ୍ତି ତାଙ୍କର ବର୍ତ୍ତମାନ ସେଠାରେ ଚିକିତ୍ସା ଚାଲିଛି । ଗୁରୁବାର ଦିନ ଲାଲୁଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଲାଲୁଙ୍କ ହସ୍ପିଟାଲରେ ନର୍ସ ମାନଙ୍କୁ ହସିବାର ଦେଖିବାକୁ ମିଳିଥିଲା । ।

ମିଳିତ ତଥ୍ୟ ଅନୁସାରେ, ଲାଲୁ ପ୍ରସାଦ ଚାରା ଘୋଟାଲା ମାମଲାରେ ରାଂଚି ହୋଟବାର ଜେଲରେ ଦଣ୍ଡ ଭୋଗୁଛନ୍ତି ଏହି କାରଣରୁ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିଛି । ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫିସ୍ଟୁଲା ଅପରେସନ ପରେ ଲାଲୁ କାଶ ହେଉଥିବାର ଫରିଆଦ କରିଥିଲେ । ଡାକ୍ତର ତାଙ୍କ ପରୀକ୍ଷା କରିବା ପରେ ଜାଣିବାକୁ ମିଳିଲା ଯେ ତାଙ୍କ ଡାହାଣ ପାଶ୍ୱର୍ କୀଡ୍ନିରେ ଷ୍ଟୋନ ଥିବା ଜଣା ପଡିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ଚାରା ଘୋଟାଲା ଦୁମକା କୋଷାକାର ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଲାଲୁଙ୍କ ଦଣ୍ଡ ଏଲାନ ଶନିବାର ହୋଇପାରେ । ଲାଲୁଙ୍କର ସୁଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ପଠାଇ ଦିଆଯାଇପାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More