Only for Entertainment

ମି ଟୁ ପରେ ବେଷ୍ଟ ଡାଇରେକ୍ଟର ପାଇଁ ନମିନେଟ ହେଲେ ରାଜକୁମାର ହିରାନୀ ।

bollywood tadka
30

ଫିଲ୍ମ ଫେୟର ଆୱାର୍ଡ଼ସ ୨୦୧୯ର ଅପେକ୍ଷା ଶେଷ ହୋଇଛି । ଫିଲ୍ମ ଫେୟାର ଆୱାର୍ଡ଼ ୨୦୧୯ ମାର୍ଚ୍ଚ ୨୩କୁ ମୁମ୍ବାଇରେ ଜିୟୋ ଗାର୍ଡେନରେ ଆୟୋଜିତ ହେବ । ଏହି ଲିଷ୍ଟରେ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ସଂଜୁ ଫିଲ୍ମ ପାଇଁ ବେଷ୍ଟ ଡାଇରେକ୍ଟର ପାଇଁ ନମିନେଟ କରାଯାଇଛି । ଏହି ଘୋଷଣା ହେବା ପରେ ହିରାନୀଙ୍କୁ ଟ୍ରୋଲର୍ସଙ୍କ ଶୀକାର ହେବାକୁ ପଡ଼ୁଛି ।

ବାସ୍ତବରେ ହିରାନୀଙ୍କ ଉପରେ ମି ଟୁ ଅଭିଯୋଗ ଆଣିଥିଲେ ଜଣେ ମହିଳା । ମହିଳାଙ୍କ କହିବା ଅନୁସାରେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ ସମୟରେ ତାଙ୍କର ଯୌନ ଶୋଷଣ ହୋଇଥିଲା । ଏହି ଅଭିଯୋଗ ଆସିବା ପରେ ହିରାନୀଙ୍କ ଠାରୁ ଫିଲ୍ମ ଏକ ଲଡ଼କୀ କୋ ଦେଖା ତୋ ଏସା ଲଗାର ଦାୟୀତ୍ୱ ଛଡ଼ାଇ ନିଆ ଯାଇଥିଲା । ତେବେ ଏବେ ହିରାନୀ ବେଷ୍ଟ ଡାଇରେକ୍ଟର ପାଇଁ ନମିନେଟ ହେବା ପରେ ଟ୍ରେଲର୍ସଙ୍କ ଶୀକାର ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More