Only for Entertainment

ଦୀପ-ବୀରଙ୍କୁ ଖାସ ଗିଫ୍ଟ ଦେବେ ଫରାହ, ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ !

28

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ରଣବୀର ସିଂ ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି । ଦୁହେଁ କୋଙ୍କଣୀ ରୀତିନୀତିରେ ବିବାହ କରିଛନ୍ତି , ସେହିଭଳି ଆଜି ଏହି ଯୋଡି ସିନ୍ଧି ରିତି-ନୀତିରେ ବିବାହ କରିବେ । ଦୁହେଁ ଇଟାଲୀରେ ଲେକ-କୋମୋରେ ବିବାହ କରିଛନ୍ତି ଏହି ବିବାହରେ ଖାସ ଲୋକମାନଙ୍କୁ ହିଁ ନିମନ୍ତ୍ରଣ କରାଯାଇଛି ।

ବିଗତ ଦିନରେ ଦୀପିକା ଏବଂ ରଣବୀର ନିଜେ ଯାଇ ଫରାହଙ୍କୁ ଏବଂ ସଂଜୟ ଲୀଲା ଭଂସାଲୀଙ୍କୁ ନିମନ୍ତ୍ରଣ ଦେଇଥିଲେ । ତେବେ ନିକଟରେ ଏବେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ସାମ୍ନାକୁ ଆସିଥିବା ଫଟୋ ଅନୁସାରେ ଏବେ ଫରାହ ଦୀପବୀରଙ୍କୁ ଏହି ସ୍ପେଶାଲ ଗିଫ୍ଟ ଦେବେ ।

ଅସଲରେ, ଫରାହଙ୍କ ବନ୍ଧୁ ଲାଇଫ କାଷ୍ଟିଂ ଆର୍ଟିଷ୍ଟ ଭାବନା ଜସରା ଏହି କପଲଙ୍କର ହ୍ୟାଣ୍ଡ ଇମ୍ପ୍ରେସନ ନେବା ଲାଗି କହିଥିଲେ , ଯାହା ପରେ ଭାବନା ନିଜେ ଏହି ସ୍ପେଶାଲ ଦୀପବୀରଙ୍କ ହ୍ୟାଣ୍ଡ ଇମ୍ପ୍ରେସନ ଫଟୋ ନେଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ତେବେ ଏବେ କେବଳ ଦେଖିବାକୁ ବାକି ରହିଲା ଯେ ଫରାହ କିଭଳି ଗିଫ୍ଟ ଦେଉଛନ୍ତି ଦୁହିଁଙ୍କୁ ।

କେବଳ ଏତିକି ନୁହେଁ, ଲାଇଫ ଆର୍ଟିଷ୍ଟ ଭାବନା ମଧ୍ୟ ସୋସିଆଲ ମିଡିଆରେ ହ୍ୟାଣ୍ଡ ଇମ୍ପ୍ରେସନ ନେଉଥିବା ବେଳେ ଫଟୋ ଶେୟାର କରିଛନ୍ତି ।

 

View this post on Instagram

 

Farah Khan gifted Deepika and Ranveer their personalized hand impression made by reputed life casting artist, Bhavana Jasra . هدیه ویژه فرح خان به دیپویر “اثری از دست های در هم گره شده ی آنها” ، کاری از طراح مشهور life casting باوانا جسرا ? . ⚪ حتما ورق بزنید. . صحبت های باوانا جسرا : “فرح دوست عزیز من است، او یک روز صبح با من تماس گرفت و از من خواست که به خانه ی او بروم چرا که مایل بود هدیه ازدواج ویژه ای برای دیپیکا و رنویر بسازم. . فرح تصمیم داشت دیپویر را (که برای ادای احترام به خانه او می آمدند) سورپرايز کند و مرا در یکی از اتاق ها پنهان کرد. . کمی بعد صدایشان را شنیدم که با محبت فراوان با فرح خان احوالپرسی میکردند. سپس فرح به آنها گفت هدیه ای برای آنها تدارک دیده است و مرا صدا کرد. . آنها با لبخند از من استقبال کردند و پس از مطلع شدن از سورپرايز فرح برق شادی در چهره هایشان نمایان شد. . … ممنونم فرح که مرا نیز در قصه ی عاشقانه ی دیپیکا و رنویر سهیم کردی” . #deepikapadukone #deepika #queenofbollywood #bollywood #ranveersingh #deepveer #ranveer #DeepVeerKiShaadi #deepveerwedding #دیپیکاپادوکن #دیپیکا_پادوکن #دیپیکا #دیپ #بالیوود #بالیوودیها #بالیوود_ایران #دیپیکا_پادوکن_خبر #دیپیکا_پادوکن_دیپویر #دیپیکا_پادوکن_عروسی #رنویر_سینگ #رنویر #دیپویر #رنویرسینگ

A post shared by ?Deepika Padukone? IR FC (@deepikapadukone_iranianfc_) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More