Only for Entertainment

ଶ୍ରଦ୍ଧାଙ୍କ ସହିତ ବ୍ରେକ ଅପ ପରେ ଏହି ନାୟିକାଙ୍କୁ ଡେଟ କରୁଛନ୍ତି ଫରହାନ ଅଖତର ।

Bollywoodlife.com
0 31

ଫରହାନ ଅଖତର ଅଧିକାଂଶ ସମୟ ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାହା ଅଫିସିଆଲ ଟ୍ୱିଟ ହେଉ ବା କୌଣସି ପର୍ସନାଲ ଟ୍ୱିଟ । ବିଭିନ୍ନ ସମୟରେ ସେ କେତେକ ଭଲ ସୂଚନା ମଧ୍ୟ ଦେଇଛନ୍ତି ଫରହାନ ଅଖତର । ତେବେ ସବୁବେଳେ ଭିନ୍ନ ଭିନ୍ନ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ରହୁଥିବା ଫରହାନ ଅଖତର କେବେ ଶ୍ରଦ୍ଧାଙ୍କ ସହିତ ସଂପର୍କକୁ ନେଇ ଚର୍ଚ୍ଚାରେ ଥିଲେ । ଅବଶ୍ୟ ପତ୍ନୀ ଅଧୁନାଙ୍କ ସହିତ ଡିଭୋର୍ସ ପରେ ଶ୍ରଦ୍ଧାଙ୍କ ସହିତ ଲମ୍ବା ସମୟ ଧରି ସଂପର୍କରେ ଥିଲେ ଫରହାନ । ଏହାପରେ ଫରହାନ ଏବଂ ଶ୍ରଦ୍ଧାଙ୍କର କୌଣସି କାରଣରୁ ବ୍ରେକ ଅପ ହୋଇ ଯାଇଥିଲା ।

ନିକଟରେ ପୁଣିଥରେ ଏକ କାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଫାରହାନ୍ ଶିବାନୀ ଦାଣ୍ଡେକର ନାମକ ଏକ ଅଭିନେତ୍ରୀ ତଥା ସିଙ୍ଗରଙ୍କୁ ଡେଟ୍ କରୁଥିବାର କଥା ମଧ୍ୟ ସାମ୍ନାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More