Only for Entertainment

ରିଲିଜ ହେଲା ଓଡିଶା ଡାନ୍ସିଂ ସେନଶେସନ ଶୈଳେନ୍ଦ୍ରଙ୍କ ମ୍ୟୁଜିକ ଭିଡିଓ ‘ଫିଲ୍ ମାଇଁ ଲଭ୍’ ।

68

‘ଫିଲ୍ ମାଇଁ ଲଭ’ ପପୁଲାର ଫିଲ୍ମ ‘ପାଗଳ ପ୍ରେମୀ’ର ଗୀତକୁ ରିକ୍ରିଏଟ କରାଯାଇଛି । ଏହି ଗୀତରେ ଆପଣ ଦେଖିବାକୁ ପାଇବେ ଅନେକ ସାରା ରୋମାନ୍ସ, ପ୍ରେମ ଏବଂ ପ୍ୟାଶନ ଓ ଅବଶେସନ ଏବଂ ଏହାକୁ ଚାପ୍ଟର ୧ ଭାବେ ରିଲିଜ କରାଯାଇଛି । ଏଥିରେ ଶୁଣିବାକୁ ମିଳିଛି ଏମ୍କେ ମୁକେଶ ଜାଦୁଭରା ଗାୟିକୀ । ମ୍ୟୁଜିକ ଦେଇଛନ୍ତି ମୋନି ଗୋପାଲ ଏବଂ ଏଥିରେ ନଜର ଆସିଛନ୍ତି ଓଡିଶାର ସେନଶେସନ ଡାନ୍ସର ଶୈଳେନ୍ଦ ଏବଂ ଅଭିନେତ୍ରୀ ଭାବେ ଶୂଭ୍ରା ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତର ଚାପ୍ଟର ୨ ଖୁବଶୀଘ୍ର ୟୁଟ୍ୟୁବରେ ରିଲିଜ ହେବ । ଏହି ଗୀତର ଅରିଜିନାଲକୁ ଗାଇଥିଲେ କୁମାର ବାପି ଏବଂ ଏଥିରେ ଅଭିନୟ କରିଥିଲେ ସବ୍ୟସାଚୀ ଏବଂ ଅର୍ପିତା ଚାଟାର୍ଜୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More