Only for Entertainment

ଆସନ୍ତା କାଲି ରିଲିଜ ହେବ ଫିଲ୍ମ ଭାରତର ‘ତୁରପେୟା ଗୀତ’ ।

bollywood tadka
22

ସଲମାନଙ୍କ ଅଭିନୀତ ଫିଲ୍ମ ଭାରତର ଆଗାମୀ ଗୀତ ‘ତୁରପେୟା’ ଆସନ୍ତା କାଲି ରିଲିଜ ହେବାକୁ ଯାଉଛି । ବିଶାଳ ଶେଖବରଙ୍କ କଣ୍ଠରେ ଏହି ଗୀତରେ ନଜର ଆସିବେ ସୁଖବିନ୍ଦର ସିଂ । ଏହାର ସୂଚନା ନିଜେ ସଲମାନ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଦେଇଛନ୍ତି । କହିରଖୁଛୁଯେ ଏହା ଏକ ଦେଶାତ୍ମବୋଧ ଗୀତ ହେବ ଯାହା ଦର୍ଶକଙ୍କ ରକ୍ତବିନ୍ଦୁରେ ଏକ ଉତ୍ସାହର ବହ୍ନି ପ୍ରଜ୍ୱଳନ କରିବ ।

 


ଫିଲ୍ମର ପ୍ରମୋଶନରେ କୌଣସି ସୁଯୋଗ ହାତଛଡ଼ା କରୁନାହାଁନ୍ତି ସଲମାନ । ସଲମାନଙ୍କୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଯେଉଁଥିରେ ୭ଟି ପର୍ଯ୍ୟାୟ ନଜର ଆସିବ । ଫିଲ୍ମରେ ସଲମାନଙ୍କ ବ୍ରତୀତ କ୍ୟାଟ୍ରିନା କୈଫ, ଦିଶା ପାଟନୀ, ତବୁ, ସୁପିଲ ଗ୍ରୋଭର ଏବଂ ଜ୍ୟାକି ସ୍ରଫ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More