Only for Entertainment

ରଣବୀର ଏବଂ ଆଲିୟା ଷ୍ଟାର ଫିଲ୍ମ ଗଲି ବୟ ଏହି ଫେଷ୍ଟିଭାଲରେ ହେବ ପ୍ରଦର୍ଶିତ !

19

ଫିଲ୍ମ ନିର୍ମାତା ଜୋୟା ଅଖତର ନିଜ ଫିଲ୍ମ ଗଲି ବୟକୁ ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଏବର୍ଣ୍ଣ ୨୦୧୯’ ରେ ନେବା ପାଇଁ ପ୍ରସ୍ତୁତ କରାଯାଉଛି । ଫିଲ୍ମରେ ରଣବୀର ସିଂ ଏବଂ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫେଷ୍ଟିଭାଲର ୧୦ମ ବର୍ଷ ଅଟେ ଏବଂ ଏଥିରେ ନିର୍ଦ୍ଦେଶକଙ୍କ ସମ୍ବର୍ଦ୍ଧନା କରାଯିବ ଏବଂ ଫିଲ୍ମ ପ୍ରଦର୍ଶନ କରାଯିବ । ନିର୍ଦ୍ଦେଶକ ୧୦ଅଗଷ୍ଟରେ ଦର୍ଶକଙ୍କ ସହ ଭାରତୀୟ ସିନେମା ସମ୍ପର୍କରେ ଚର୍ଚ୍ଚା କରିବେ ।

ଜୋୟାଙ୍କ କହିବା ମୁତାବକ ଭାରତୀୟ ସିନେମାର ସୀମା ଉପରେ ଯାତ୍ରା ସମ୍ପର୍କରେ ଅନୁଭବ କରିବା ମଜାଦାର ଲାଗେ । ଜଣେ ଫିଲ୍ମ ନିର୍ମାତା ହିସାବରେ ଏହା ଖୁବ ଭଲ ଅନୁଭବ ଅଟେ ଏବଂ ଏହାବ୍ୟତୀତ ଭାରତୀୟ ଫିଲ୍ମର ଉତ୍ସବକୁ ଦେଖିବା ରୋମାଂଚକ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More