Only for Entertainment

ରିଲିଜ ହେଲା ଫିଲ୍ମ ‘ଅକ୍ଟୋବର’ର ଟ୍ରେଲର, ଦେଖନ୍ତୁ ।

WIKIPEDIA
0 63

ବରୁଣ ଧୱନ ଏବଂ ବନିତା ସନ୍ଧୁ ଷ୍ଟାରର ଅକ୍ଟୋବରର ଟ୍ରେଲର ଆଜି ହୋଇଯାଇଛି ରିଲିଜ । ଫିଲ୍ମର ଟ୍ରେଲର ଅତି ସୁନ୍ଦର ହୋଇଛି । ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର ସମୟକୁ ଏହି ଟ୍ରେଲରରେ ଆପଣ ଦେଖିବାକୁ ପାଇବେ । ଫିଲ୍ମର ଲୋକେସନ ମଧ୍ୟ ଖୁବ ସୁନ୍ଦର ହୋଇଛି । ଟ୍ରେଲର ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି ।

ଦେଖନ୍ତୁ ଏହି ଫିଲ୍ମର ଟ୍ରେଲର –

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More