Only for Entertainment

ରିଲିଜ ହେଲା PENALTYର ପ୍ରଥମ ପୋଷ୍ଟର ଓ ଟିଜର

google
29

ଖେଳ ଏବଂ ଖେଳାଳିର ସଙ୍ଘର୍ଷ ଉପରେ ଆଧାରିତ ଫିଲ୍ମ ‘ପେନାଲ୍ଟି’ର ପ୍ରଥମ ଟିଜର ଏବଂ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ କେ କେ ମେନନ, ମନଜୋତ ସିଂ, ଶଶାଙ୍କ ଅରୋରା, ଆକାଶ ଦବାଡେ, ସୃଷ୍ଟି ଜୈନ, ବିଜୋଥୋ ଅଂଗଜାମ, ଅଶ୍ୱନୀ କୌଶଲ, ମୋହିତ ନୈନ, ରାଘବ ଇଙ୍ଗରନ, ଲୁକରାମ ଇସମିଲ ପରି କଲାକାର ନଜର ଆସିବେ ।

ପେନାଲ୍ଟିର କାହାଣୀ ଉତ୍ତର-ପୂର୍ବ ଭାରତୀୟ ଫୁଟବଲ ଖେଳାଳି ୨୧ ବର୍ଷିୟ ଲୁକରାମଙ୍କ ଉପରେ ଆଧାରିତ । ଯେ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଜୀବନରେ ଅନେକ ସଙ୍ଘର୍ଷ କରିଛନ୍ତି । ଏହି ଫିଲ୍ମ ଭାରତରେ ପ୍ରଚଳି ତ ଜାରିଗତ ଭେଦଭାବ ଦର୍ଶାଇଛି । ଏହା ସହିତ ଭାରତ ଗୋଟିଏ ରୂପ ବୋଲି ବର୍ଣ୍ଣନା କରାଯାଇଛି ।

ଏହି ଫିଲ୍ମର ନିର୍ମାଣର ରୁଦ୍ରାକ୍ଷ ଫିଲ୍ମସ ଏବଂ ତେନଜାନାଇଟ ପିକଚର୍ସ ମିଳିତ ଭାବେ କରୁଛନ୍ତି । ଶୁଭମ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ପେନାଲ୍ଟି ୨୬ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More