Only for Entertainment

ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ !

22

ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ଏହି ନୂଆ ପୋଷ୍ଟର ଜରିଆରେ ରହସ୍ୟ ସୃଷ୍ଟି କରିବାର ଚେଷ୍ଟା କରାଯାଇଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜନ୍ମଦିନରେ ‘ଶେଡ୍ସ ଅଫ ସାହୋ ଷ୍ପ୍ର୨’ର ଭିଡିଓ ରିଲିଜ ହେବ କିନ୍ତୁ ଭିଡିଓରେ ପ୍ରଥମେ ଏହି ପୋଷ୍ଟର ରିଲିଜ କରି ନିର୍ମାତା ଦର୍ଶକଙ୍କ ମନରେ ଉତ୍ସାହ ବଢାଇଛନ୍ତି ।

ଏହା ପୂର୍ବରୁ ପ୍ରଭାସଙ୍କ ଜନ୍ମଦିନରେ ଏକ ଭିଡିଓ ଆସିଥିଲା ଯାହା ଚାପ୍ଟର ୧ ଥିଲା । ତେବେ ଏଥିରେ ପ୍ରଭାସଙ୍କ ଷ୍ଟାଇଲିସ ଲୁକ ଦେଖିବାକୁ ମିଳିଥିଲା । ଏହି ଭିଡିଓରେ କଣ ଦେଖିବାକୁ ମିଳିବ , ତାହା ଫ୍ୟାନ୍ସ ମାନେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ସିନେମା ୧୫ଅଗଷ୍ଟ ୨୦୧୫ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More