Only for Entertainment

ଫିଲ୍ମ ରିଲିଜ ହେବାପରେ ‘ସଂଜୁ’ର ନୂଆ ଗୀତ ‘ବାବା ବୋଲତା ହେ ବସ ହୋ ଗୟା’ ରିଲିଜ, ରଣବୀରଙ୍କ ସହିତ ନଜର ଆସିଲେ ସଂଜୁ ବାବା

Latest News Headlines
0 44

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ସଂଜୁ’ ରିଲିଜ ହୋଇସାରିଛି । ଫିଲ୍ମ ମାତ୍ର ୩ ଦିନରେ ୧୦୦ କୋଟି ଆୟ କରିବାରେ ସଫଳ ହୋଇପାରିଛି । ଦର୍ଶକ ଫିଲ୍ମକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ସଂଜୁର ଆଉ ଏକ ନୂଆ ଗୀତ ବାବା ବୋଲତା ହେ ବସ ହୋ ଗୟା ରିଲିଜ ହୋଇଛି । ଗୀତରେ ରଣବୀରଙ୍କ ସହିତ ସଂଜୁ ବାବା ନଜର ଆସିଛନ୍ତି । ଦୁହେଁ ସୁଟ-ବୁଟରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଗୀତ ବିଷୟରେ କହିବାକୁ ଗଲେ ସଂଜୟ ଏବଂ ରଣବୀର ମିଡିଆରେ ଛପୁଥିବା ହେଡଲାଇନ ଉପରେ କଟାକ୍ଷ କରୁଥିବାର ନଜର ଆସିଛନ୍ତି । ଏଣ୍ଟରଟେନମେଣ୍ଟ ଜଗତରେ ସବୁ ଖବର ସୂତ୍ର ଅନୁସାରେ ଲେଖାଯାଇଥାଏ । ଏହାକୁ ନେଇ ଗତୀରେ ଦୁଇ କଳାକାର କଟାକ୍ଷ କରୁଥିବା ନଜର ଆସିଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More