Only for Entertainment

ସଂଜୁ ଫିଲ୍ମରେ ରଣବୀରଙ୍କ ଟିଜର ଦେଖି କିଭଳି ପ୍ରତିକ୍ରିୟା ଥିଲା ଭଉଣୀ କରୀନାଙ୍କର,ପଢନ୍ତୁ ।

youtube
0 48

ସଂଜୁ ଫିଲ୍ମର ଟିଜର ରିଲିଜ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ସଂଜୁ ଚରିତ୍ରରେ ଅଭିନୟ କରୁଥିବା ରଣବୀର କପୁରଙ୍କୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି ।
ନିକଟରେ ରଣବୀର କପୁରଙ୍କ ଚରିତ୍ର ବିଷୟରେ ଭଉଣୀ କରୀନା କପୁରଙ୍କୁ ପଚାରିବାରୁ କରୀନା କହିଲେଯେ ରଣବୀରଙ୍କ ଲୁକ ଦେଖି ସେ ଖୁବ ଆଶ୍ଚର୍ଯ୍ୟ ହୋଇଗଲେ । ରଣବୀରଙ୍କ ବ୍ୟତୀତ ଏହି ଚରିତ୍ରକୁ ଅନ୍ୟ କେହି ଭଲପାରିବେ କରିପାରିବେ ନାହିଁ । କରୀନାଙ୍କ କହିବା ଅନୁସାରେ ରଣବୀର ଏହି ଚରିତ୍ର ପାଇଁ ସବୁଠାରୁ ଭଲ ଚଏସ । ଫିଲ୍ମର ଟିଜର ଦେଖିବା ପରେ ଏହା ପ୍ରମାଣିତ ହୋଇସାରିଛି ।
ଋଷି କପୁର ସୋସିଆଲ ମିଡିଆରେ ଟିଜର ଦେଖି ଖୁବ ରିଆକ୍ସନ ଦେଇଛନ୍ତି । ସେ ୪୫ ସେକେଣ୍ଡର ଟିଜରକୁ ଗୋଟିଏ ଶବ୍ଦରେ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଇଂଟ୍ରେଷ୍ଟିଙ୍ଗ । ନୀତୁ କପୁର ମଧ୍ୟ ଟିଜର ଦେଖି ଖୁବ ଭଲ ବୋଲି କହିଛ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More