Only for Entertainment

ଅଡ଼ୁଆ ସୂତାରେ ଯାତ୍ରା କଳାକାର ଦୈତାରୀ ପଣ୍ଡା । ଦ୍ୱିତୀୟ ପତ୍ନୀ ବୋଲି ଅଭିଯୋଗ ଆଣିଲେ ମହିଳା ।

ollywooddiary.com
29

ଯାତ୍ରା ଦୁନିଆର ପ୍ରିୟ ଖଳନାୟକ ବା ପ୍ରିୟ କଳାକାର ଦୈତାରୀ ପଣ୍ଡା ଙ୍କ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।ଯାହାଙ୍କ ନାମ ହେଉଛି ଲତା । ମହିଳାଙ୍କ କହିବା ଅନୁସାରେ ସେ ହେଉଛନ୍ତି ଦୈତାରୀ ପଣ୍ଡାଙ୍କ ପତ୍ନୀ ।

ବାସ୍ତବରେ ଲତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଏକ ସ୍ଥାନରେ ଯାତ୍ରା ଚାଲୁଥିବା ସମୟରେ ଦୁଇ ଜଣଙ୍କର ସାକ୍ଷାତ ହୋଇଥିଲା ଏବଂ ପରବର୍ତ୍ତୀ ମୁହୂତ୍ତର୍ତ୍ତରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଗଢି ଉଠିଥିଲା । ତାଙ୍କର ଦୁୂଇଟି ପିଲା ମଧ୍ୟ ଅଛନ୍ତି,କିନ୍ତୁ ଦୈତାରୀ ଏବେ ତାଙ୍କୁ ପଚାରୁ ନଥିବା କହିଛନ୍ତି ଲତା । ଦୈତାରୀ ପଣ୍ଡାଙ୍କ ସହିତ ଏହି ବାବଦରେ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରି ନାହିଁ । କଥାରେ କେତେ ବାସ୍ତବତା ରହିଛି ତାହା ଯାଂଚରୁ ଜଣାପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More