Only for Entertainment

ଚେହେରାରେ ନିଆଁ ଲଗାଇ ଏଠାରେ କରାଯାଏ ସୁନ୍ଦର, ଫାୟର ଥେରାପି ଅଟେ ନୂଆ ବ୍ୟୁଟି ଟ୍ରେଣ୍ଡ !

32

ଭିଏତନାମାରେ ପୁରୁଷ ଏବଂ ମହିଳା ସୁନ୍ଦର ଏବଂ ଗ୍ଲୋଇଂଗ ଚେହେରା ପାଇବା ପାଇଁ ଏକ କପଡାରେ ଚେହେରାକୁ ଜଳାଇବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଉଛନ୍ତି । ଚେହେରାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ କରିବା ଲାଗି ଭିଏତନାମା ସେଲୁନ ଆଣିଛି ଏହି ନୂଆ ଉପାୟ । ଯେଉଁଥିରେ ଚେହେରାରେ ଏକ କପଡା ରଖାଯାଇ ନିଆଁ ଲଗାଯାଇଥାଏ ।

ଏହିପରି ପାଖାପାଖି ୩୦ସେକେଣ୍ଡରୁ ଗୋଟେ ମିନିଟ ପର୍ଯ୍ୟନ୍ତ କରାଯାଇଥାଏ । ଏଭଳି କଥା ଦିଅନ୍ତି ଯେ ଏହି ଥେରାପି କରିବା ଦ୍ୱାରା ମୁଣ୍ଡ ବ୍ୟଥା, ଅନିଦ୍ରା ଶରୀରବ୍ୟଥା ମଧ୍ୟ ଦୂର ହୋଇଯିବ । ସୋସିଆଲ ମିଡିଆରେ ଏହି ଥେରାପିର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ଲୋକଙ୍କ ମଧ୍ୟରେ ଏହି ଫାୟର ଥେରାପିର କ୍ରେଜ ଦେଖି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More