Only for Entertainment

ସାମ୍ନାକୁ ଆସିଲା ପ୍ରିୟଙ୍କାଙ୍କ ସତ୍ୟ,ଜାଣନ୍ତୁ ତାଙ୍କ ପ୍ରଥମ ଚାକିରି ବିଷୟରେ ।

bollywood tadka
0 43

ଭାରତ ବ୍ୟତୀତ ବିଦେଶରେ ମଧ୍ୟ ପ୍ରିୟଙ୍କା ଖୁବ ଚର୍ଚ୍ଚିତ । କାରଣ ସେ ଭାରତରେ ଫିଲ୍ମ ପରେ ପରେ ଆମେରିକାରେ ମଧ୍ୟ ନିଜର ଜଲୱା ଦେଖାଇ ସାରିଛନ୍ତି । ତେବେ ପ୍ରିୟଙ୍କାଙ୍କ ବିଷୟରେ ତାଙ୍କ ଫ୍ୟାନ୍ସ ବହୁତ କିଛି ଜାଣିଛନ୍ତି,କିନ୍ତୁ ନିକଟରେ ସେ ଆଶ୍ଚର୍ଯ୍ୟ କଲାଭଳି ଏକ କଥା କହିଛନ୍ତି ।

ପ୍ରିୟଙ୍କାଙ୍କ କହିବା ଅନୁସାରେ ପ୍ରିୟଙ୍କାଙ୍କ ପ୍ରଥମ ଚାକିରିରେ ସେ ବରଫ ଖୋଳିବା କାମ କରୁଥିଲେ । ଏହା ନିହାତି ଭାବରେ ଆଶଚର୍ଯ୍ୟଜନକ କଥା ।

ପ୍ରିୟଙ୍କା ନିଜ କ୍ୟାରିଅରର ଆରମ୍ଭ ମିସ ୱାର୍ଲଡ ହେବା ପରେ ସେ ଆରମ୍ଭ କରିଥିଲେ । ସେ ୨୦୦୨ରେ ତାମିଲ ଫିଲ୍ମ ଥାମିଜାନରୁ କ୍ୟାରିଅର ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ କହିଛନ୍ତିଯେ ସେ ଫିଲ୍ମ ହେଉ କିମ୍ବା ଟିଭି ଶୋ ସେ ନିଜେ ତାଙ୍କ ଷ୍ଟଂଟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More