Only for Entertainment

ବିବାହ ପରେ ପ୍ରଥମ ଫଟୋ, ଗ୍ରୀନ ଶାଢୀରେ ଖୁବ ସୁନ୍ଦର ଦିଶୁଛନ୍ତି ପ୍ରିୟଙ୍କା ଚୋପ୍ରା !

34

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ୧ଏବଂ ୨ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ପରେ ଦୁହେଁ ସ୍ୱାମୀ ସ୍ତ୍ରୀ କ୍ୟାମେରା ସାମ୍ନାରେ ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ଯୋଧପୁରରୁ ବାହାରି ସାରିଲେଣି ।

ଏଠାରେ ଆମେ କହିରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ୧ଡିସେମ୍ବରରେ ପ୍ରଥମ ଥର ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ କରିଥିଲେ ଏହାପରେ ଦୁହେଁ ୨ଡିସେମ୍ବରରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ୪ଡିସେମ୍ବର ଅର୍ଥାତ ଦିଲ୍ଲୀ ରେ ରିସେପସନ ପାର୍ଟି ଦେବେ । ଏହି ରିସେପସନ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ସାମିଲ ଅଛି ।

ନ୍ୟୁଜ ଏଜେନ୍ସି ଏଏନଆଈ ନବବିବାହିତ କପଲଙ୍କ ବିବାହ ପରର ପ୍ରଥମ ଫଟୋ ଏବଂ ଯୋଧପୁରରୁ ବାହାରି ସାରିଲେଣି ବୋଲି ଖବର ଦେଇଛନ୍ତି ।

 

View this post on Instagram

 

Hot couple #priyankachopra and #nickjonas leave Jodhpur post their wedding.

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More