Only for Entertainment

#Fitindiamovement ଲୋକମାନେ ଶେୟାର କଲେ ନିଜ ୱାର୍କଆଉଟ ଭିଡିଓ !

26

ପ୍ରଧାନମନ୍ତ୍ରୀ ମୋଦି ଫିଟ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ସେ ଏହାକୁ ଜନ ଆନ୍ଦୋଳନ ବନାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଦିନରେ କିଭଳି ଧୀରେ ଧୀରେ ଆମେ ନିଜ ଶରୀର ପାଇଁ ଉଦାସ ହୋଇଯାଉଛୁ । ପ୍ରଧାନମନ୍ତ୍ରୀ ମୋଦି ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ଏହି ଅଭିଯାନର ଆରମ୍ଭ ହୋଇଛି । ଏବେ ଏହି ମାମଲା ଟ୍ୱିଟରରେ ଟ୍ରେଣ୍ଡ ହେବାରେ ଲାଗିଛି । ଏଭଳି କି ଲୋକମାନେ ନିଜ ନିଜ ୱାର୍କଆଉଟ ଭିଡିଓ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More