Only for Entertainment

ସାମ୍ନାକୁ ଆସିଲା ଅର୍ଜୁନ ଏବଂ ମଲାଇକାଙ୍କ ବିବାହ ବିଳମ୍ବ ହେବାର କାରଣ ।

aajtak
96

ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ଲଭ ଅଫେୟର କଥା ଚାରିଆଡ଼େ ଚର୍ଚ୍ଚାରେ । ଅଧିକାଂଶ ସମୟରେ ଦୁଇଜଣଙ୍କୁ ଏକା ସାଙ୍ଗରେ ସ୍ପଟ କରାଯାଏ । ଦୁଇଜଣଙ୍କୁ ନେଇ ବିଭିନ୍ନ କଥା ଆସୁଥିବା ସମୟରେ ଉଭୟ କେବେ ମଧ୍ୟ ଏହାକୁ ଗ୍ରହଣ କରିନାହାଁନ୍ତି । ଏହାକୁ ସବୁବେଳେ ଉଡ଼ା ଖବର ବୋଲି କହିଛନ୍ତି । କିନ୍ତୁ ଏହି ମାସରେ ଦୁଇଜଣଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳୁଥିଲା । ତେବେ ଦୁଇଜଣଙ୍କସଂପର୍କକୁ ନେଇ ସେମାନଙ୍କର ଜଣେ ସଂପର୍କୀୟ କହିଥିଲେଯେ ଯଦି ସେମାନେ ବିବାହ କରନ୍ତି ତେବେ ଆମର କୌଣସି ସମସ୍ୟା ନାହିଁ, ,ଏବଂ ଆମେ ସେମାନଙ୍କ ଖୁସିରେ ସାମିଲ ହେବୁ ।

ତେବେ ଏମାନଙ୍କର ବିବାହ ବିଳମ୍ବ ହେବାର କାରଣ ସାମ୍ନାମୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ ଅର୍ଜୁନ କପୁର ଏବେ ସୁଟିଂରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ତାଙ୍କର ଫିଲ୍ମ ପାନୀପତର ସୁଟିଂ ଚାଲିଛି । କୁହାଯାଉଛି ପ୍ରଥମେ ଅର୍ଜୁନ ପ୍ରଫେସନାଲ କାମ ସାରିବାକୁ ଚାହୁଁଛନ୍ତି ଏବଂ ଏହାପରେ ବିବାହ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More