Only for Entertainment

ଶୀଲା ଦୀକ୍ଷିତଙ୍କ ନିଧନରେ ଶୋକାକୁଳ ହେଲା ବଲିଉଡ, ଅକ୍ଷୟଙ୍କ ସମେତ ଏହି କଳାକାର ଦେଲେ ଶ୍ରଦ୍ଧାଞ୍ଜଳୀ

latestly
38

ଦିଲ୍ଲୀର ପୂର୍ବ ମୂଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ନିଧନ ହୋଇଯାଇଛି । ୨୦ ଜୁଲାଇ ଶନିବାର ହାର୍ଟ ଆଟାକରେ ଶୀଲା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶୀଲା ଦୀକ୍ଷିତ ଲମ୍ବା ସମୟରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ନିଧନରେ ପୂରା ଦେଶରେ ଶୋକଛାୟା ଖେଳିଯାଇଛି । ତାଙ୍କ ନିଧନରେ ଦୁଇ ଦିବସୀୟ ରାଜକୀୟ ଛୁଟି ଘୋଷଣା କରାଯାଇଛି ।

ଶୀଲା ଦୀକ୍ଷିତଙ୍କ ନିଧନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୋକ ପ୍ରକାଶ କରିଥିବା ବେଳେ ବଲିଉଡ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More