Only for Entertainment

ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ୱାରା ହୋଇଥାଏ ଶରୀରର ଏହି ମସସ୍ତ କ୍ଷତି ।

youtube
0 38

ଥଣ୍ଡା ପାଣି ପିଇବାକୁ ସମସ୍ତେ ଭଲ ପାଆନ୍ତି । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହାର ଚାହିଦା ଖୁବ ଅଧିକ । କିନ୍ତୁ ଥଣ୍ଡା ପାଣି ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଆପଣ ଜାଣିଛନ୍ତି କି?ଆସନ୍ତୁ ଆଲୋଚନା କରିବା ।

  • ଥଣ୍ଡା ପାଣି ପିଇବା ଦ୍ୱାରା ଖାଦ୍ୟ ଠିକ ଭାବରେ ହଜମ ହୋଇପାରି ନଥାଏ । ଏହାପରେ ଗ୍ୟାସ ମସସ୍ୟା ଦେଖାଦିଏ ।
  • ଫ୍ରିଜ ପାଣି କୃତ୍ରିମ ଭାବରେ ଥଣ୍ଡା ହୋଇଥାଏ । ତାପମାନ ନିର୍ଦ୍ଧାରଣ ହୋଇନଥିବା ହେତୁ ପାଣି ବାରମ୍ବାର ଗରମ ଏବଂ ଥଣ୍ଡା ହୋଇଥାଏ । ଯାହା ଦ୍ୱାରା କାଶ ଓ ଥଣ୍ଡା ଆଦି ମସସ୍ୟା ହୋଇଥାଏ ।
  • ଫ୍ର୍ରିଜ ପାଣି ପିଇବା ଦ୍ୱାରା ମେଟାବୋଲିଜିମ ଉପରେ ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା ହୃଦଘାତ ଜନିତ ସମସ୍ୟା ଦେଖାଦିଏ । ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ।
  • ଥଣ୍ଡା ପାଣି ପିଇବା ଦ୍ୱାରା କେତେକ ସମୟରେ ଗଳା ମଧ୍ୟ ଖରାପ ହୋଇଯାଏ । କେବଳ କହିବା ସମୟରେ ଅସୁବିଧା ହୋଇନଥାଏ ବରଂ ଗଳାରେ ଦରଜ ଆଦି ସମସ୍ୟା ଦେଖାଦିଏ ।
  • ଏହା ଦ୍ୱାରା ଟନ୍ସିଲ୍ସ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ଫ୍ରିଜ ପାଣି ପିଇବା ପରିବର୍ତ୍ତେ ମାଠିଆ ପାଣି ପିଇବା ଉଚିତ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More