Only for Entertainment

‘ଫ୍ରମ ମି ଟୁ ୟୁ’ର ଆଉ ଏକ ପ୍ରମୋ ଭିଡ଼ିଓ ରିଲିଜ ।

21

ପୂଜା ବଜାରରେ ଚାଲିଛି ଓଲିଉଡ ଫିଲ୍ମର ଧମାକା । ରିଲିଜ ହେଉଛି ଗୋଟିଏ ପରେ ଗୋଟିଏ ନୂଆ କାହାଣୀର ଫିଲ୍ମ । ଦୃଶ୍ୟ ସହିତ ନୂଆ କାହାଣୀରେ ପରିବର୍ତ୍ତନ ଆଣି ପ୍ରଦର୍ଶନ ପକ୍ରିୟାକୁ ଭିନ୍ନ ରୂପ ଦିଆଯାଇଛି । ତେବେ ଏହି ମଧ୍ୟରେ ଖୁବ ଶୀଘ୍ର ଦୀପାବଳୀ ଉପଲକ୍ଷେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ ଫ୍ରମ ମି ଟୁ ୟୁ’ । ଏହା ଏକ ତ୍ରିକୋଣୀୟ ପ୍ରେମ କାହାଣୀ । ଯେଉଁଥିରେ ନଜର ଆସିବେ ଅମ୍ଲାନ, ଜ୍ୟୋତି ଏବଂ ଶ୍ରଦ୍ଧା । ପୂର୍ବରୁ ଫିଲ୍ମର ଦୁଇଟି ଟ୍ରେଲର ରିଲିଜ ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡ଼ିଓ । ଟ୍ରେଲରରେ ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

From me to you releasing on 1st November on the occasion Diwali 💕 Starring – @iam__jrn @amlan0010 @sradhapanigrahi

A post shared by ODIA FILM CRITICS (@odiafilmcritics) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More