Only for Entertainment

ଡିଜନିର ସୁପରହିଟ୍ ଆନିମେସନ୍ ମୁଭି ଫ୍ରୋଜେନର ସିକ୍ୱେଲ୍ ଫିଲ୍ମ ଫ୍ରୋଜେନ୍ – ଟୁର ପ୍ରଥମ ଟ୍ରେଲର୍ ରିଲିଜ

37

୨୦୧୩ ମସିହାର ଡିଜନିର ସୁପରହିଟ୍ ଆନିମେସନ୍ ମୁଭି ଫ୍ରୋଜେନର ସିକ୍ୱେଲ୍ ଫିଲ୍ମ ଫ୍ରୋଜେନ୍ – ଟୁର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ । ଏହି ସିକ୍ୱେଲ୍ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜେନିଫର୍ ଲି ଓ କ୍ରିଶ୍ ବକ୍ । ୱାଲ୍ଟ ଡିଜନି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ଆନା ଚରିତ୍ରରେ କଣ୍ଠଦାନ କରିଛନ୍ତି କ୍ରଷ୍ଟେନ୍ ବେଲ୍, ଏଲସା ଚରିତ୍ର ପାଇଁ ଇଡିନା ମେନଜେଲ୍ ଏବଂ କ୍ରିଷ୍ଟଫର୍ ଭୂମିକାରେ ଜୋନାଥନ୍ ଗ୍ରଫ୍ କଣ୍ଠଦାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More