Only for Entertainment

ଫ୍ରୁଟ ସ୍ୟାଣ୍ଡଉଇଚ ପ୍ରସ୍ତୁତି ପ୍ରଣାଳୀ

The Indian Claypot
0 41

ସାମଗ୍ରୀ-

ବ୍ରେଡ- ୬ଟି
କଦଳୀ(କାଟା ଯାଇଥିବା)- ୨ଟି
ଡାଳିମ୍ବ ମଞ୍ଜି- ୨ ଚାମଚ
ସେଉ (କଦୁକସ କରି)- ୧ଟି
ଷ୍ଟ୍ରବେରୀ- ୩ରୁ ୪ଟି
ପାଇନଆପଲ ଜାମ- ଅଧା କପ
କଳା ଲୁଣ- ସ୍ୱାଦ ଅନୁସାରେ
ଚାଟ ମସଲା- ୧ ଚାମଚ
ଗୋଲମରିଚ ଗୁଣ୍ଡ- ୧ ଚାମଚ
ବଟର- ଅଧା କପ୍

ପ୍ରଣାଳୀ-

ପ୍ରଥମେ ବ୍ରେଡ ନେଇ ଏହାର ଚାରିପାଖକୁ କାଟି ଦିଅନ୍ତୁ । ଏହା ପରେ ଗୋଟିଏ ବ୍ରେଡ ଉପରେ ବଟର ଏବଂ ଅନ୍ୟ ଏକ ବ୍ରେଡ ସ୍ଲାଇସରେ ପାଇନଆପଲ ଜାମ ଲଗାନ୍ତୁ । ଏହାପରେ ବଟର ଲାଗିଥିବା ବ୍ରେଡ ସ୍ଲାଇସ ଉପରେ ସମସ୍ତ ଫ୍ରୁଟସକୁ ରଖନ୍ତୁ । ଏହାପରେ କଳା ଲୁଣ, ଚାଟ ମସଲା ଏବଂ ଗୋଲମରିଚ ଗୁଣ୍ଡ ପକାଇ ଜାମ ଲାଗିଥିବା ବ୍ରେଡ ସ୍ଲାଇସ ଦେଇ କଭର କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଫ୍ରୁଟ ସ୍ୟାଣ୍ଡଉଇଚ । ଏବେ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More