Only for Entertainment

ଜେସିବି(JCB) କରିବାକୁ ଲାଗିଲା ନାଗୀନ ଡାନ୍ସ , ହସି ହସି ଗଡିଲେ ଲୋକେ !

138

ଜେସିବି କି ଖୁଦାଇ ଭୂଲି ଗଲେକି ? ଏବେ କିଛି ଦିନ ତଳେ ଏହା ଟ୍ରେଂଡ କରିବାରେ ଲାଗିଥିଲା । କିନ୍ତୁ ଏବେ ପୁଣି ଥରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଭାଇ ଜେସିବି ନାଚୁ ଥିବାର ଦେଖିବାକୁ ମିଳିଛି । ନାଗୀନ ଡାନ୍ସ କରୁଛି ଏଠି ଜେସିବି । ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ ।

ଏଠାରେ ଦେଖନ୍ତୁ ଭିଡିଓ-

ଏହି ଟିକଟକ ଭିଡିଓକୁ ଏବେ ପର୍ଯ୍ୟନ୍ତ ୪୦ହଜାର ଲୋକ ଲେଖି ଦେଖି ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More