Only for Entertainment

ରଣବିର ସିଂ ଷ୍ଟାରର ଫିଲ୍ମ ‘ଗଲିବୟ’ର ‘ଜ୍ୟୁକ ବକ୍ସ’ ରିଲିଜ , ୧୮ରୁ ଅଧିକ ସଙ୍ଗୀତ ଇଣ୍ଡଷ୍ଟ୍ରି ରେ ମଚାଇପାରେ ଧମାଲ !

34

ଗଳିବୟ’ ର ମ୍ୟୁଜିକ ଆଲବମ ବଲିଉଡ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଗେମ ବଦଳାଇବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଏହି ଫିଲ୍ମ ନିର୍ମାତା ମୁମ୍ବାଇରେ ଏକ ବିଶାଳ ଇଭେଂଟ ଆୟୋଜନ କରି ସେଇଠାରେ ଆଲବମ ଲଂଚ କରିଛନ୍ତି । ଯେଉଁଠି ରଣବିର ରାପର ଡିଭାଇନ ଏବଂ ନେଜି  ଅନ୍ୟ ରାପରଙ୍କ  ସହ ‘ଜ୍ୟୁକ ବକ୍ସ’ର ସମସ୍ତ ଗୀତରେ ରାପ କରୁଥିବାର ନଜର ଆସିଥିଲେ ।

ଗଳିବୟ  ‘ଜ୍ୟୁକ ବକ୍ସ’ର ଲିଙ୍କ ଏକ୍ସଲ ଏଣ୍ଟରଟେନମେଂଟ ଅଧିକାରୀ ସୋସିଆଲ ମିିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ୧୮ଟି ଗୀତ ରହିଛି । ଲିରିକ୍ସ ସହ ଏହି ଗୀତ ଦେଖିବାକୁ ମିଳିଛି ।

ଜୋୟା ଅଖତର ଙ୍କ ଏହି ସଂଗୀତ ଡ୍ରାମା ଗୀତ ଲୋକ ମାନେ ଆଗରୁ ଖୁବ ପସନ୍ଦ କରିଛନ୍ତି । ତେବେ ଏହି ସବୁ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିପାରେ ବୋଲି ଆଶା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More