Only for Entertainment

ଗଜାନନଙ୍କୁ ଧୁମଧାମରେ ଘରକୁ ଆଣିଲେ ସେଲିବ୍ରିଟି, ଦେଖନ୍ତୁ ଫଟୋ !

0 28

ସାରା ଦେଶରେ ଗଣେଷ ଚତୁର୍ଥୀ ଧମାଲ ମଚାଇବାରେ ଲାଗିଛି ଏବଂ ଶ୍ରଦ୍ଧାଳୁ ଗଣପତି ବାପାଙ୍କୁ ଘରକୁ ଆଣୁଛନ୍ତି । ଏହିପରି ବଲିଉଡ ଏବଂ ଟିଭି ଦୁନିଆର କଳାକାର ମଧ୍ୟ ଗଣେଷ ପୂଜାର ପ୍ରସ୍ତୁତିରେ ଜୁଟିଛନ୍ତି । ଟେଲି କଳାକାର ନିଜ ନିଜର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।
ଏହି କଳାକାରଙ୍କ ଘରେ ଗଣପତି ଆଗମନର ଖାସ ପ୍ରସ୍ତୁତି କରିଛନ୍ତି । ଦେଖନ୍ତୁ –

 

View this post on Instagram

 

Four of my favourites! BHAPPA PAPA @tusshark89 n laqu

A post shared by Ek❤️kzk N Lailamajnu (@ektaravikapoor) on

 

View this post on Instagram

 

May bappa bless all of us #ganeahchaturthi #ganeshutsav #ganeshutsav2018 .

A post shared by Arjun Bijlani (@arjunbijlani) on

 

View this post on Instagram

 

#karanveerbohra and #teejaysidhu with their twin daughters and twin Ganeshji

A post shared by Viral Bhayani (@viralbhayani) on

 

View this post on Instagram

 

A post shared by Karan Tacker (@karantacker) on

 

View this post on Instagram

 

Ganpati Bappa Morya???

A post shared by Rubina Dilaik (@rubinadilaik) on

 

View this post on Instagram

 

Keep calm & trust Ganesha?❤#ganpatibappamorya #ganeshchaturthi #besttimeoftheyear #celebrations #nonstop Pic courtsey – @pawareema

A post shared by Sharad_Malhotra009 (@sharadmalhotra009) on

ଏଠାରେ ଗଣେଶ ଉତ୍ସବ ପୁରା ୧୦ଦିନ ଚାଲିଥାଏ । ଯେଉଁଠି ପ୍ରଥମ ଦିନର ଗଣପତିଙ୍କ ମୁର୍ତ୍ତି ଶ୍ରଦ୍ଧାଳୁ ଖୁବ ଖୁସି ମନରେ ଆଣି ସ୍ଥାପନା କରନ୍ତି ଏବଂ ଧୁମଧାମରେ ପ୍ରସ୍ତୁତି କରିଥାଆନ୍ତି । ଏହି ୧୦ଦିନ ପର୍ଯ୍ୟନ୍ତ ଭଗବାନଙ୍କ ଠାରୁ ସୁଖ, ସମୃଦ୍ଧି ଏବଂ ଶାନ୍ତିରେ ପ୍ରାର୍ଥନା କରାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More