Only for Entertainment

ଆନ୍ଧ୍ରପ୍ରଦେଶରେ ଗଣପତି ବାବାଙ୍କ ବିଶାଳ ଶୋଭାଯାତ୍ରାର, ଦେଖନ୍ତୁ ଭିଡିଓ ।

facebook
0 32

ଚଳିତ ବର୍ଷ ଗଣେଶ ଉତ୍ସବ ୧୩ରୁ ଆରମ୍ଭ ହୋଇସାରିଥିବା ବେଳେ ଏହା ୨୩ ପର୍ଯ୍ୟନ୍ତ ପାଳନ କରାଯିବ । ମାୟାନଗରୀ ମୁମ୍ବାଇରେ ଏହି ଉତ୍ସବ ବଡ ଧୁମଧାମରେ ପାଳନ କରାଯାଇଥାଏ । କେବଳ ମୁମ୍ବାଇ କାହିଁକି ପୁରା ଦେଶରେ ଏବେ ଗଣେଶ ଉତ୍ସବର ମାହୋଲ । ଇତି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।

ଭିଡିଓରେ ଗଣପତି ବାବାଙ୍କର ଏକ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି ଯାହା ଖୁବ ନିଆରା । ଜ୍ୟୋତି ଫଟୋଗ୍ରାଫି ଏହି ଭିଡିଓକୁ ନିଜ ଫେସବୁକ ପେଜରେ ଅପଲୋଡ କରିବା ସହିତ ଏହା ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ୭ ହଜାରରୁ ଅଧିକ ଲୋକେ ଭିଡିଓକୁ ସେୟାର କରିଛନ୍ତି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More