Only for Entertainment

ଗ୍ୟାରୀ ସନ୍ଧୁଙ୍କ ଗୀତରେ ଯୁବତୀ ଜଣଙ୍କ କଲେ ଜବରଦସ୍ତ ବେଲି ଡ୍ୟାନ୍ସ, ଭିଡିଓ ଦେଖିଲେ ଭୁଲି ଯିବେ ସାଇଜ ଜିରୋ ।

ndtv
0 23

ପଂଜାବୀ ସିଙ୍ଗର ଗ୍ୟାରୀ ସନ୍ଧୁଙ୍କ ମ୍ୟୁଜିକ ଭିଡିିଓ ‘Yeah Baby’ ୟୁଟ୍ୟୁବରେ ଧମାଲ ମଚାଇଛି । ଏଫଏମ ଠାରୁ ଆରମ୍ଭ କରି କାର ପର୍ଯ୍ୟନ୍ତ ସବୁଠି ଗ୍ୟାରୀ ସନ୍ଧୁ ଏହି ଗୀତ ଶୁଣିବାକୁ ମିଳୁଛି । ସବୁଠାରୁ ବଡ କଥା ହେଉଛି ପଂଜାବୀ ସିଙ୍ଗରମାନେ ତାଙ୍କ ଫ୍ୟାନମାନଙ୍କର ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତି । ଗ୍ୟାରୀ ସନ୍ଧୁଙ୍କର ଜଣେ ଫ୍ୟାନ ‘Yeah Baby’ରେ ଭିଡିଓ କରି ତାଙ୍କୁ ପଠାଇଛନ୍ତି । ଗ୍ୟାରୀ ଏହି ଭିଡିଓକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

 

She’s too good god bless u … yeh baby

A post shared by Garry Sandhu (@officialgarrysandhu) on

ଗ୍ୟାରୀ ସନ୍ଧୁ ଭିଡିଓ ସେୟାର କରି ଲେଖିଥିଲେ, କମାଲ କି ଲଡକୀ ହେ, ଗଡ ବ୍ଲେସ ୟୁ… Yeah Baby । ଏହି ଭିଡିଓରେ ଯୁବତୀ ଜଣଙ୍କ ଜବରଦସ୍ତ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ଯୁବତୀଙ୍କୁ ଦେଖିଲେ ଆପଣ ମଧ୍ୟ ସାଇଜ ଜିରୋକୁ ଭୁଲି ଯିବେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More